ହଂକଂରେ ଦ୍ୱିତୀୟ ମୁଣ୍ଡ ନେଲା କରୋନା, କେଉଁ ଦେଶରେ କେତେ ଆକ୍ରାନ୍ତ

ବେଜିଂ: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଏବେ ହଂକଂରେ ପୁଣି ଜଣଙ୍କ ମୁଣ୍ଡ ନେଇଛି। ଏହାପୂର୍ବରୁ ଏଠାରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଆଜି ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ହଂକଂ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ୭୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରନ୍ସସେସ ମାରଗାରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ୧୦ରୁ ଅଧିକ ଦିନ ହେଲା ଚିକିତ୍ସା […]

e

e

Hemant Lenka
  • Published: Wednesday, 19 February 2020
  • Updated: 19 February 2020, 03:38 PM IST

Sports

Latest News

ବେଜିଂ: ଚାଇନାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ଏବେ ହଂକଂରେ ପୁଣି ଜଣଙ୍କ ମୁଣ୍ଡ ନେଇଛି। ଏହାପୂର୍ବରୁ ଏଠାରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଆଜି ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ହଂକଂ ସରକାର ସ୍ପଷ୍ଟ କରିଛନ୍ତି।

ଜଣେ ୭୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରନ୍ସସେସ ମାରଗାରେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ୧୦ରୁ ଅଧିକ ଦିନ ହେଲା ଚିକିତ୍ସା ଚାଲିଥିଲା। ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି।

ହଂକଂରେ ଆଜିର ମୃତ୍ୟୁକୁ ମିଶାଇ ଚାଇନା ବାହାରେ କରୋନା ୬ ଜଣଙ୍କ ଜୀବନ ନେଇ ସାରିଲାଣି। ଏହାବାଦ ଚାଇନା ସମେତ ଏକାଧିକ ରାଷ୍ଟ୍ରରେ ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ଚାଇନାରେ କରୋନା ୨୦୦୪ ଜଣଙ୍କ ଜୀବନ ନେଇଥିବା ବେଳେ ୭୪,୧୮୮ ଜଣ ଆକ୍ରାନ୍ତ ହୋଇଛନ୍ତି। ହଂକଂରେ ୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମକାଓରେ ୧୦ ଜଣ ଆକ୍ରାନ୍ତ, ଜାପାନାରେ ୬୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି।

ସିଙ୍ଗାପୁରରେ ୮୧, ଥାଇଲ୍ୟାଣ୍ଡ ୩୫, ଦକ୍ଷିଣ କୋରିଆରେ ୪୬, ମ୍ୟାଲେସିୟାରେ ୨୨, ତାଇୱାନରେ ୨୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି, ଭିଏତନାମରେ ୧୬ ଜଣ ଆକ୍ରାନ୍ତ, ଜର୍ମାନୀରେ ୧୬ ଜଣ, ଆମେରିକାରେ ୧୫ ଜଣ ଆକ୍ରାନ୍ତ ଥିବା ବେଳେ ଚାଇନାରେ ଜଣେ ଆମେରିକୀୟ ନାଗରିକ ପ୍ରାଣ ହରାଇଛନ୍ତି।

ଅଷ୍ଟ୍ରେଲିଆରେ ୧୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଫ୍ରାନ୍ସରେ ୧୨ ଜଣ ଆକ୍ରାନ୍ତ ଓ ଜଣେ ପ୍ରାଣ ହରାଇଛନ୍ତି। ବ୍ରିଟେନରେ ୯ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୟୁଏଇରେ ୯ ଜଣ, କ୍ୟାନାଡାରେ ୮ ଜଣ, ଫିଲିପାଇନ୍ସରେ ୩ ଜଣ ଆକ୍ରାନ୍ତ ଓ ଜଣଙ୍କର ମୃତ୍ୟୁ ଘଟିଛି।

ଭାରତରେ ୩ ଜଣ, ରୁଷରେ ୨ ଜଣ, ବେଲଜିୟମ, ନେପାଳ, ଶ୍ରୀଲଙ୍କା, ସ୍ୱିଡେନ, କୋମ୍ବାଡିଆ, ଫିନଲ୍ୟାଣ୍ଡ ଓ ଇଜିପ୍ଟରେ ଜଣେ ଲେଖାଏ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story