ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଗୋଟିଏ ସରକାରୀ ହସ୍ପିଟାଲ ଆଗରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ତଳେ ପକାଇ ନିର୍ଘାତ ଗୋଇଠା ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଏହାକୁ ଅନେକ ବିରୋଧ କରିଛନ୍ତି। ଶେଷରେ ପୁଲିସ୍‌ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି। An embarrassing Inhumanity incident from Prayagraj district of Uttar […]

h

h

Hemant Lenka
  • Published: Saturday, 08 August 2020
  • Updated: 08 August 2020, 05:33 PM IST

Sports

Latest News

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଗୋଟିଏ ସରକାରୀ ହସ୍ପିଟାଲ ଆଗରେ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ତଳେ ପକାଇ ନିର୍ଘାତ ଗୋଇଠା ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଏହାକୁ ଅନେକ ବିରୋଧ କରିଛନ୍ତି। ଶେଷରେ ପୁଲିସ୍‌ ଉକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରିଛି।

ଏହି ଛାତିଥରା ଭିଡିଓରେ ସିକ୍ୟୁରିଟି ଗାର୍ଡ ସଞ୍ଜୟ ମିଶ୍ର ତଳେ ଅସହାୟଙ୍କ ଭଳି ପଡ଼ି ରହିଥିବା ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଛନ୍ତି। ସ୍ୱରୂପ ରାଣୀ ନେହରୁ ହସ୍ପିଟାଲ ଆଗରେ ହିଁ ଏହି ଘଟଣା ଘଟିଛି। ବୃଦ୍ଧା ଜଣଙ୍କ ତଳେ ପଡ଼ି ଚିତ୍କାର କରୁଥିଲେ ହେଁ ସଞ୍ଜୟ ତାଙ୍କୁ ଗୋଇଠା ମାରି ଚାଲିଛନ୍ତି। ରାତି ହୋଇଥିବାରୁ ବୃଦ୍ଧା ଜଣଙ୍କ ହସ୍ପିଟାଲ ବାହାରେ ଆଶ୍ରୟ ନେଇଥିଲେ।

ଏଥିପାଇଁ ତାଙ୍କୁ ସଞ୍ଜୟ ଏଭଳି ମାଡ଼ ମାରିଛନ୍ତି। ମୋବାଇଲରେ ଶୁଟିଂ ହୋଇଥିବା ଭିଡିଓରେ ଦୁଇ ଜଣ ବ୍ୟକ୍ତିଙ୍କୁ ସେଠାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି। ହେଲେ ସେମାନେ ମଧ୍ୟ କ’ଣ ପାଇଁ ଏହି ଅମାନବୀୟ କାଣ୍ଡର ପ୍ରତିବାଦ କଲେ ନାହିଁ, ତାହା ଜଣାପଡ଼ିନାହିଁ।

ଭିଡିଓ ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଗୁପ୍ତ ଭାବେ ଏହାର ଚିତ୍ର ଉଠାଉଥିଲେ ହେଁ ସହଯୋଗ କରି ନାହାନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା।

ବୃଦ୍ଧା ଜଣଙ୍କୁ ଉକ୍ତ ହସ୍ପିଟାଲରେ ଆଡମିଟ କରିବା ସହ ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ଗିରଫ କରିଛି। ଏଥିସହ ହସ୍ପିଟାଲ ପକ୍ଷରୁ ସିକ୍ୟୁରିଟି ଗାର୍ଡ ଯୋଗାଇ ଦେଇଥିବା ସଂସ୍ଥାକୁ କଳା ତାଲିକା ଭୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story