କେମିତି ଇଦ୍‌ ପାଳିଲେ ମେହବୁବା, ଓମାର ଓ ଫାରୁକ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଚଳିତ ବର୍ଷ ବକ୍ରି ଇଦ୍‌ କେମିତି ପାଳନ କଲେ? ସେକଥା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥିବ। କାରଣ ଅଗଷ୍ଟ ୫ ତାରିଖରୁ ହିଁ ଏହି ୩ ଜଣଙ୍କ ସମେତ ଶତାଧିକ ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତେଣୁ ସେମାନେ ଆଜି କେଉଁଠି ଇଦ୍‌ ପ୍ରାର୍ଥନା କଲେ? ମିଳିଥିବା ସୂଚନା ଅନୁଯାୟୀ, ମେହବୁବା, ଓମାର ଓ ଫାରୁକଙ୍କ […]

bgh

bgh

Hemant Lenka
  • Published: Monday, 12 August 2019
  • Updated: 12 August 2019, 04:54 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଚଳିତ ବର୍ଷ ବକ୍ରି ଇଦ୍‌ କେମିତି ପାଳନ କଲେ?

ସେକଥା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥିବ। କାରଣ ଅଗଷ୍ଟ ୫ ତାରିଖରୁ ହିଁ ଏହି ୩ ଜଣଙ୍କ ସମେତ ଶତାଧିକ ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତେଣୁ ସେମାନେ ଆଜି କେଉଁଠି ଇଦ୍‌ ପ୍ରାର୍ଥନା କଲେ?

ମିଳିଥିବା ସୂଚନା ଅନୁଯାୟୀ, ମେହବୁବା, ଓମାର ଓ ଫାରୁକଙ୍କ ଇଦ୍‌ ପାଳନ ଉତ୍ସବ ଏଥର ବେଶ ଭିନ୍ନ ରହିଥିଲା। ଗତବର୍ଷ ଏହି ରାଜନେତାଙ୍କ ଘରେ ବନ୍ଧୁ ଓ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହେଲେ ଆଜି ଏ ସମସ୍ତଙ୍କ ଘର ଆଗରେ କେବଳ ଗୋଟିଏ ଲେଖାଏ ସୁରକ୍ଷାକର୍ମୀଙ୍କ ଗାଡ଼ି ରହିଥିଲା।

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଖଣ୍ଡ ଖଣ୍ଡ କରିବା ଓ ଏଠାରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିବା ପରେ ଏହି ୩ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଫାରୁକଙ୍କୁ ତାଙ୍କ ଘରେ ହିଁ ଗୃହବନ୍ଦୀ କରାଯାଇଛି।

ସେହିପରି ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବେ ହରି ନିବାସ ପ୍ୟାଲେସରେ ରହିଥିବା ବେଳେ ମେହବୁବା ମୁଫତି ଚେଶମା ସାହି ହଟ୍‌ରେ ଅଟକ ରହିଛନ୍ତି। ଅଗଷ୍ଟ ୫ରେ ଗିରଫ ହୋଇଥିବା ଏକାଧିକ ରାଜନେତା ଆଜି ଶ୍ରୀନଗରରେ ଥିବା ସେଣ୍ଟାଉର ହୋଟେଲରେ ନମାଜ ପାଠ କରିଥିଲେ। ସରକାରଙ୍କ ପକ୍ଷରୁ ଏଥିପାଇଁ ମୌଲବୀ ନିଯୁକ୍ତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story