କେମିତି କମିବ ପେଟ୍ରୋଲ ଦର, ଜାଣନ୍ତୁ ସରକାରଙ୍କ ପାଖରେ କ’ଣ ରହିଛି ବିକଳ୍ପ

ନୂଆଦିଲ୍ଲୀ: ତୈଳ ଦରରେ ଲାଗିଛି ନିଆଁ । ପେଟ୍ରୋଲ୍‌ ଓ ଡିଜେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାକୁ ଲାଗିଲାଣି। ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଉଦ୍‌ବେଗ ପ୍ରକାଶ କରିବା ସହ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଓପେକ୍ର ଏକପାଖିଆ ତେଲ ଉତ୍ପାଦନ ହ୍ରାସ କରିବା ନିଷ୍ପତ୍ତି, ଭେଞ୍ଜୁଆଲାରେ ରାଜନୈତିକ ଅସ୍ଥିରତା ଏବଂ ଇରାନ୍ ବିରୋଧରେ ଆମେରିକାର ଆର୍ଥିକ କଟକଣା ଲାଗୁ କରିବାର ଆଶଙ୍କା ଆଦି କାରଣ […]

dhrmendra-1

dhrmendra-1

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 01:16 PM IST

Sports

Latest News

ନୂଆଦିଲ୍ଲୀ: ତୈଳ ଦରରେ ଲାଗିଛି ନିଆଁ । ପେଟ୍ରୋଲ୍‌ ଓ ଡିଜେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାକୁ ଲାଗିଲାଣି। ଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଉଦ୍‌ବେଗ ପ୍ରକାଶ କରିବା ସହ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଓପେକ୍ର ଏକପାଖିଆ ତେଲ ଉତ୍ପାଦନ ହ୍ରାସ କରିବା ନିଷ୍ପତ୍ତି, ଭେଞ୍ଜୁଆଲାରେ ରାଜନୈତିକ ଅସ୍ଥିରତା ଏବଂ ଇରାନ୍ ବିରୋଧରେ ଆମେରିକାର ଆର୍ଥିକ କଟକଣା ଲାଗୁ କରିବାର ଆଶଙ୍କା ଆଦି କାରଣ ଯୋଗୁ ତେଳ ଦର ହୁହୁ ହୋଇ ବଢୁଛି ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଦର କମିବ ବୋଲି ସେ ଆଶା ରଖିଛନ୍ତି । ଏନେଇ ସରକାର ଉତ୍ପାଦ ଶୁଳ୍କରେ ହ୍ରାସ କରିବାକୁ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି।  ତେବେ ଏଭଳି ଜଟିଳ ପରିସ୍ଥିତି ତେଲ ଦର ନିୟନ୍ତ୍ରଣ ନେଇ ସରକାରଙ୍କ ପାଖରେ କଣ ସବୁ ବିକଳ୍ପ ରହିଛି ଆସନ୍ତୁ ଜଣିବା।

ପ୍ରଥମ ବିକଳ୍ପ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ କମାଇପାରିବେ। ଯଦି ଟିକସରେ ଏକ ଟଙ୍କା ହ୍ରାସ କରାଯିବ ତେବେ ସରକାରଙ୍କର ବର୍ଷକୁ ୧୩ ହଜାର କୋଟି ଟଙ୍କାର ରାଜସ୍ୱ ହାନି ହେବ। ଏଭଳି କ୍ଷତି ଅବା କିଏ ସହିବାକୁ ଚାହିଁବେ। ସେହିପରି ଦ୍ୱିତୀୟ ବିକଳ୍ପଟି ହେଉଛି ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସ୍‌ଟି ପରିସରରେ ସାମିଲ କରିବା। ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ଟଣାଓଟରା ଲାଗିଛି। କିନ୍ତୁ କେହି ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁନାହାନ୍ତି। ଯଦି ଏକ ଲିଟର ପେଟ୍ରୋଲ୍‌ ଉପରେ ୧୮% ହାରରେ ଜିଏସ୍‌ଟି ଲାଗୁ ହୁଏ ତେବେ ତାହାର ମୂଲ୍ୟ ୪୫ ଟଙ୍କା ୭୫ ପଇସାକୁ ଖସିଯିବ।

ଏପରି ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ଭାଗର ଟିକସ ହରାଇବେ। ଯଦି ୨୮% ହାରରେ ଜିଏସ୍‌ଟି ଲାଗୁ କରାଯିବ ତେବେ ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚିତ ହେବାକୁ ପଡ଼ିବ। କାରଣ ପେଟ୍ରୋଲ୍‌ ଓ ଡିଜେଲ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ। ତେଣୁ ଏହା ଉପରେ ଉଚ୍ଚ ହାରର ଟିକସ ଲାଗୁ କରିବାର କୌଣସି ଯଥାର୍ଥତା ନାହିଁ। ତେବେ ତୃତୀୟ ବିକଳ୍ପଟି ହେଉଛି ଭୌଗଳିକ-ରାଜନୈତିକ ଶକ୍ତିର ବ୍ୟବହାର କରିବା। ଏସିଆର ତିନିଟି ଦେଶ ଭାରତ, ଚୀନ୍‌ ଓ ଜାପାନ ପ୍ରିମିୟମ ଦରରେ ତେଲ କିଣିଥାନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ପାଇଁ ଏହି ତିନି ରାଷ୍ଟ୍ର ପ୍ରତି ବ୍ୟାରେଲ ପିଛା ୩-୮ ଡଲାର ପର୍ଯ୍ୟନ୍ତ ଅଧିକ ଦେଇଥାନ୍ତି। ସାଉଦି ଆରବ ନେତୃତ୍ୱାଧୀନ ତୈଳ ଉତ୍ପାଦନକାରୀ ଦେଶମାନଙ୍କ ସମୂହ ଓପେକ୍‌ ପକ୍ଷରୁ ଏହି ତିନି ରାଷ୍ଟ୍ରଙ୍କୁ ‘ଏସିଆନ୍‌ ପ୍ରିମିୟମ୍‌’ ବୋଲି କୁହାଯାଉଛି। ଯଦି ଏହି ତିନି ଦେଶ ଏକଜୁଟ ହୋଇ ୟୁରୋପୀୟ ଦେଶକୁ ଦିଆଯାଉଥିବା ଦରରେ ତେଲ କିଣିବାକୁ ଚାପ ପକାଇ ପାରିବେ ତେବେ ଅଶୋଧିତ ତେଲ ଦର ୮ ଡଲାର ପର୍ଯ୍ୟନ୍ତ କମ୍‌ ହୋଇପାରିବ। ଫଳରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ ଦର କମିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story