ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେଲେ ହୁରିଅତ୍‌ ନେତାଙ୍କ ପୁଅ

ଶ୍ରୀନଗର: କାଶ୍ମୀରର ହୁରିଅତ ନେତାଙ୍କ ପୁଅ ସାମିଲ ହୋଇଛନ୍ତି ଅାତଙ୍କୀ ସଂଗଠନରେ। ହୁରିଅତର ନବନିର୍ବାଚିତ ନେତା ମହମ୍ମଦ ଅସରଫ୍ ସେହରାଇଙ୍କ ପୁଅ ଜୁନେଦ୍ ହିଜ୍ବୁଲ ମୁଜାହିଦ୍ଦିନ୍‌ରେ ମିଶିଥିବା ଖବର ସମ୍ନାକୁ ଅାସିଛି। ସୋସିଅାଲ୍ ମିଡିଅାରେ ମିଳିଥିବା ଫଟୋରେ ଜୁନେଦ୍ ଏକେ ୪୭ ରାଇଫଲ୍ ସହ ଦେଖିବାକୁ ମିଳିଛନ୍ତି। ଜୁନେଦ୍ ଗତ ଶୁକ୍ରବାରଠୁ ଘରୁ ଅାସି ନ ଥିଲା। ତେବେ ଠିକ୍ ଗୋଟିଏ ଦିନ ପରେ ଜୁନେଦ୍ର ଏପରି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ […]

12n

12n

Rakesh Mallick
  • Published: Sunday, 25 March 2018
  • Updated: 25 March 2018, 09:47 PM IST

Sports

Latest News

ଶ୍ରୀନଗର: କାଶ୍ମୀରର ହୁରିଅତ ନେତାଙ୍କ ପୁଅ ସାମିଲ ହୋଇଛନ୍ତି ଅାତଙ୍କୀ ସଂଗଠନରେ। ହୁରିଅତର ନବନିର୍ବାଚିତ ନେତା ମହମ୍ମଦ ଅସରଫ୍ ସେହରାଇଙ୍କ ପୁଅ ଜୁନେଦ୍ ହିଜ୍ବୁଲ ମୁଜାହିଦ୍ଦିନ୍‌ରେ ମିଶିଥିବା ଖବର ସମ୍ନାକୁ ଅାସିଛି। ସୋସିଅାଲ୍ ମିଡିଅାରେ ମିଳିଥିବା ଫଟୋରେ ଜୁନେଦ୍ ଏକେ ୪୭ ରାଇଫଲ୍ ସହ ଦେଖିବାକୁ ମିଳିଛନ୍ତି। ଜୁନେଦ୍ ଗତ ଶୁକ୍ରବାରଠୁ ଘରୁ ଅାସି ନ ଥିଲା। ତେବେ ଠିକ୍ ଗୋଟିଏ ଦିନ ପରେ ଜୁନେଦ୍ର ଏପରି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ଜାମ୍ମୁ ଓ କାଶ୍ମୀର ପୋଲିସ ଘଟଣାର ଯାଞ୍ଚ ଅାରମ୍ଭ କରିଛି। ୧୯ ମାର୍ଚ୍ଚରେ ତେହରିକ୍ ଏ ହୁରିଅତର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ ମହମ୍ମଦ ଅସରଫ୍। ତେବେ ପୁଅ ଅାତଙ୍କବାଦୀ ହେବକୁ ନେଇ ମହମ୍ମଦ ଅସରଫଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story