ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ରାଜୀବ ଗାନ୍ଧି ଏୟାରପୋର୍ଟ

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍‌ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି। ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ […]

ai

ai

Hemant Lenka
  • Published: Friday, 10 May 2019
  • Updated: 10 May 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ଶ୍ରେଷ୍ଠ ୧୦ ବିମାନବନ୍ଦର ମଧ୍ୟରେ ସ୍ଥାନ ପାଇଛି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ। ବିଶ୍ୱର ବିଭିନ୍ନ ଏୟାରପୋର୍ଟରେ ରହିଥିବା ସୁବିଧା ସୁଯୋଗ ଆଧାର ଏୟାର ହେଲପ୍‌ ନାମକ ଏକ ସର୍ଭେ ସଂସ୍ଥା ଏଭଳି ରିପୋର୍ଟ ଦେଇଛି।

ସର୍ଭେ ରିପୋର୍ଟ ଅନୁଯାୟୀ, କତାରର ଦୋହା ଠାରେ ଥିବା ହମାଦ ଅନ୍ତର୍ଜାତୀୟ ଏୟାର ପୋର୍ଟ ବିଶ୍ୱର ସର୍ବଶ୍ରେଷ୍ଠ ବିମାନବନ୍ଦର। ସଂସ୍ଥା ପକ୍ଷରୁ ଏହି ବିମାନବନ୍ଦରକୁ ୧୦ରୁ ୮.୩୯ ମାର୍କ ଦିଆଯାଇଛି। ଦ୍ୱିତୀୟ ସ୍ଥାନରେ ଜାପାନର ଟୋକିଓ ଅନ୍ତର୍ଜାତୀୟ ବିମାନବନ୍ଦର ରହିଥିବା ବେଳେ ତୃତୀୟ ସ୍ଥାନରେ ଗ୍ରୀସ୍‌ର ଏଥେନ୍ସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି।

ହାଇଦ୍ରାବାଦ୍‌ ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ୮.୨୭ ମାର୍କ ସହ ତାଲିକାର ୮ମ ସ୍ଥାନରେ ରହିଛି। ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ୭ମ ସ୍ଥାନରେ ଥିବା ବେଳେ ସ୍ପେନ୍‌ର ଟେନେରାଇଫେ ନର୍ଥ ଏୟାର ପୋର୍ଟ ୯ମ ସ୍ଥାନରେ ରହିଛି।

୪ର୍ଥ ସ୍ଥାନରେ ବ୍ରାଜିଲର ଅଫୋନୋସ ପେନା ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଥିବା ବେଳେ ୫ମରେ ପୋଲାଣ୍ଡର ଜିଡାନସ୍କା ଲେଚ ୱାଲେସା ଏୟାରପୋର୍ଟ, ୬ଷ୍ଠରେ ରୁଷର ଶେରେମେଟୟେଭୋ ଅନ୍ତର୍ଜାତୀୟ ଏୟାରପୋର୍ଟ ଓ ୧୦ମ ସ୍ଥାନରେ ବ୍ରାଜିଲର ଭିରାକୋପୋସ ଅନ୍ତର୍ଜାତୀୟ ଏୟାରପୋର୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story