ଉଦ୍ଧାର ହେଲା ଏଏନ୍‌-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ

ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ ବିଚ୍ଛିନ୍ନାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୀର୍ଘ ୯ ଦିନ ପରେ ବିମାନର ଧ୍ୱଂସାବଶେଷକୁ ୧୨ ହଜାର ଫୁଟ ଉପରକୁ ଠାବ କରାଯାଇଥିଲା। ଆଜି ଘଟଣା ସ୍ଥଳରୁ ସମସ୍ତ […]

uy

uy

Hemant Lenka
  • Published: Thursday, 20 June 2019
  • Updated: 20 June 2019, 05:19 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ ବିଚ୍ଛିନ୍ନାଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୀର୍ଘ ୯ ଦିନ ପରେ ବିମାନର ଧ୍ୱଂସାବଶେଷକୁ ୧୨ ହଜାର ଫୁଟ ଉପରକୁ ଠାବ କରାଯାଇଥିଲା।

ଆଜି ଘଟଣା ସ୍ଥଳରୁ ସମସ୍ତ ମୃତଦେହକୁ ବାୟୁସେନା ଆଣିବାକୁ ସକ୍ଷମ ହୋଇଛି। ଏବେ ବାୟୁସେନା ପକ୍ଷରୁ ମୃତଦେହ ଗୁଡ଼ିକୁ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ପଠାଇବାକୁ ଚେଷ୍ଟା କରୁଛି। ଆଜି ହେଲିକପ୍ଟର ଯୋଗେ ମୃତଦେହ ଏବଂ ବିମାନର ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଆସାମର ଜୋରହାଟକୁ ଅଣାଯାଇଛି।

ଜୁନ୍‌ ୩ରେ ବିମାନଟି ୧୩ ଜଣ ବାୟୁସେନା ଅଧିକାରୀଙ୍କୁ ନେଇ ଆସାମର ଜୋରହାଟରୁ ଅରୁଣାଚଳପ୍ରଦେଶ ମେଚୁକା ଅଭିମୁଖେ ଯାଉଥିଲା। ହେଲେ ଅପରାହ୍ନ ପ୍ରାୟ ୧ଟା ବେଳେ ଏହା ନିଖୋଜ ହୋଇଯାଇଥିଲା।

ବିମାନର ବ୍ଲାକବକ୍ସ ଠାବ ହୋଇଥିଲେ ହେଁ ଦୁର୍ଘଟଣା ଯୋଗୁ ଏହା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତେଣୁ ଏବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାରେ ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story