ଆଇଆଇଟିରେ ନାଁ ଲେଖା ନିୟମ କୋହଳ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଭିନ୍ନ ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ କାରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ଆଇଆଇଟିରେ ନାମଲେଖା ନିୟମକୁ କୋହଳ କରିଛନ୍ତି। ଏନେଇ ଆଜି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଦ୍ୱାଦଶ ଶ୍ରେଣୀର କିଛି ବିଷୟର ପରୀକ୍ଷାକୁ ସଂପୃକ୍ତ ବୋର୍ଡ ମାନେ ବାତିଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଏଣ୍ଟ ଆଡମିଶନ ବୋର୍ଡ(ଜେଏବି) କିଛି ନିୟମ କୋହଳ କରିଛି। […]

ya

ya

Hemant Lenka
  • Published: Friday, 17 July 2020
  • Updated: 18 July 2020, 08:23 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଭିନ୍ନ ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ କାରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଜି ଆଇଆଇଟିରେ ନାମଲେଖା ନିୟମକୁ କୋହଳ କରିଛନ୍ତି। ଏନେଇ ଆଜି ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଦ୍ୱାଦଶ ଶ୍ରେଣୀର କିଛି ବିଷୟର ପରୀକ୍ଷାକୁ ସଂପୃକ୍ତ ବୋର୍ଡ ମାନେ ବାତିଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜଏଣ୍ଟ ଆଡମିଶନ ବୋର୍ଡ(ଜେଏବି) କିଛି ନିୟମ କୋହଳ କରିଛି।

ପୂର୍ବରୁ ଜେଇଇ ଆଡଭାନ୍ସ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରୁଥିବା ଶିକ୍ଷାର୍ଥୀଙ୍କୁ ଆଇଆଇଟିରେ ନାଁ ଲେଖାଇବା ପାଇଁ ଯୁକ୍ତ ୨ରେ ସର୍ବନିମ୍ନ ୭୫% ମାର୍କ ରଖିବା ବାଧ୍ୟତାମୂଳକ ଥିଲା। ହେଲେ ଏଥର ଦ୍ୱାଦଶ ଶ୍ରେଣୀର ମାର୍କକୁ ବିଚାରକୁ ନିଆଯିବ ନାହିଁ। ଜେଇଇ ଆଡଭାନ୍ସରେ ସଫଳ ହେଉଥିବା ଶିକ୍ଷାର୍ଥୀଙ୍କୁ ସେମାନଙ୍କ ରାଙ୍କ ଆଧାରରେ ନାମ ଲେଖାଇବାକୁ ଅନୁମତି ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story