ଘରର ମାସିକ ବିଜୁଳି ବିଲ୍‌ ୨୩ କୋଟି ଟଙ୍କା !

ଲକ୍ଷ୍ନୌ: ଘରେ ଏସି, ଫ୍ରିଜ୍‌, ହିଟର୍‌ ଓ ୱାଶିଂମେସିନ୍‌ ଲଗାଇଲେ ମଧ୍ୟ ମାସକୁ କେତେ ଟଙ୍କାର ବିଦ୍ୟୁତ ବିଲ୍‌ ଆସିବ? କ’ଣ କେବେ କୌଣସି ଘରର ମାସିକ ବିଦ୍ୟୁତ ବିଲ୍‌ ୨୩ କୋଟି ହୋଇଥିବ ବୋଲି ଆପଣ ଚିନ୍ତା କରିପାରୁଛନ୍ତି? କିନ୍ତୁ ଏଭଳି ଏକ ବିଲ୍‌ ଉତ୍ତର ପ୍ରଦେଶର କନୌଜରେ ରହୁଥିବା ଅବଦୁଲ ବସିତଙ୍କ ଘରେ ପହଞ୍ଚିଛି। ବିଦ୍ୟୁତ୍‌ ବିଲ୍‌ ବାବଦକୁ ତାଙ୍କୁ ୨୩ କୋଟି ୬୭ ଲକ୍ଷ ୭୧ ହଜାର ୫୨୪ ଟଙ୍କା ପୈଠ କରିବାକୁ […]

q

q

Hemant Lenka
  • Published: Wednesday, 23 January 2019
  • Updated: 23 January 2019, 05:07 PM IST

Sports

Latest News

ଲକ୍ଷ୍ନୌ: ଘରେ ଏସି, ଫ୍ରିଜ୍‌, ହିଟର୍‌ ଓ ୱାଶିଂମେସିନ୍‌ ଲଗାଇଲେ ମଧ୍ୟ ମାସକୁ କେତେ ଟଙ୍କାର ବିଦ୍ୟୁତ ବିଲ୍‌ ଆସିବ? କ’ଣ କେବେ କୌଣସି ଘରର ମାସିକ ବିଦ୍ୟୁତ ବିଲ୍‌ ୨୩ କୋଟି ହୋଇଥିବ ବୋଲି ଆପଣ ଚିନ୍ତା କରିପାରୁଛନ୍ତି? କିନ୍ତୁ ଏଭଳି ଏକ ବିଲ୍‌ ଉତ୍ତର ପ୍ରଦେଶର କନୌଜରେ ରହୁଥିବା ଅବଦୁଲ ବସିତଙ୍କ ଘରେ ପହଞ୍ଚିଛି। ବିଦ୍ୟୁତ୍‌ ବିଲ୍‌ ବାବଦକୁ ତାଙ୍କୁ ୨୩ କୋଟି ୬୭ ଲକ୍ଷ ୭୧ ହଜାର ୫୨୪ ଟଙ୍କା ପୈଠ କରିବାକୁ ବିଲ୍‌ରେ କୁହାଯାଇଛି। ଏଭଳି ବିଲ୍‌ ଦେଖି ବସିତ୍‌ ଏକ ପ୍ରକାରର ଜଳକା ହୋଇଯାଇଛନ୍ତି।

ବସିତ କହିଛନ୍ତି,“ ଏହି ଘଟଣା ପରେ ମୋତେ ଲାଗୁଛି, ସମଗ୍ର ଉତ୍ତର ପ୍ରଦେଶର ବିଦ୍ୟୁତ୍‌ ବିଲ୍‌ ମୋ ପାଖକୁ ଚାଲି ଆସିଛି। ଯଦି ମୁଁ ଜୀବନ ସାରା ରୋଜଗାର କରିବି, ତା’ହେଲେ ଏତେ ଟଙ୍କା କେବେ ବି ଦେଇ ପାରିବି ନାହିଁ।”

ଏଭଳି ଅଦ୍ଭୁତ ଓ ଅବାସ୍ତବ ବିଲ୍ ସମ୍ପର୍କରେ ବିଜୁଳି ବିଭାଗ ଛାନଭିନ୍‌ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story