ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିରୋଧୀ ଏକଜୁଟ୍ : କ’ଣ ପାଇଁ ବିରୋଧ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ  ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ଏକଜୁଟ୍ ହେଉଛନ୍ତି ବିରୋଧୀ।    ଏଥିପାଇଁ  ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ।  ଏଥିରେ  କଂଗ୍ରେସର ତିନି ପ୍ରମୁଖ ନେତା ସ୍ୱାକ୍ଷର କରିଥିବା ଜଣାପଡିଛି । ଅନ୍ୟପଟେ ବାମମେଣ୍ଟ,  ଏନସିପି, ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ପ୍ରସ୍ତାବକୁ   ସମର୍ଥନ କରିଛନ୍ତି।  ପ୍ରଧାନ ବିଚାରପତିଙ୍କ  ବିରୋଧରେ ମହାଭିଯୋଗ ଆଣିବା ଲାଗି ଲୋକସଭାର ଶହେ ଓ  ରାଜ୍ୟ ସଭାରୁ ଅତି କମ୍‌ରେ ୫୦ଜଣ […]

f-777

f-777

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 08:56 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ  ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ଏକଜୁଟ୍ ହେଉଛନ୍ତି ବିରୋଧୀ।    ଏଥିପାଇଁ  ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ।  ଏଥିରେ  କଂଗ୍ରେସର ତିନି ପ୍ରମୁଖ ନେତା ସ୍ୱାକ୍ଷର କରିଥିବା ଜଣାପଡିଛି । ଅନ୍ୟପଟେ ବାମମେଣ୍ଟ,  ଏନସିପି, ତୃଣମୂଳ କଂଗ୍ରେସ ଓ ସମାଜବାଦୀ ପାର୍ଟି ପ୍ରସ୍ତାବକୁ   ସମର୍ଥନ କରିଛନ୍ତି।  ପ୍ରଧାନ ବିଚାରପତିଙ୍କ  ବିରୋଧରେ ମହାଭିଯୋଗ ଆଣିବା ଲାଗି ଲୋକସଭାର ଶହେ ଓ  ରାଜ୍ୟ ସଭାରୁ ଅତି କମ୍‌ରେ ୫୦ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।   ସେଥିଲାଗି ବିରୋଧୀ ପ୍ରଥମ ହସ୍ତାକ୍ଷର କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ତିନି ପ୍ରମୁଖ ନେତା  ଗୁଲାମନବୀ ଆଜାଦ୍, ଅହମ୍ମଦ ପଟେଲ ଓ କପିଲ ସିବଲ ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି।  ପ୍ରସ୍ତାବକୁ ଏଯାଏଁ ୨୦ରୁ ଅଧିକ ସାଂସଦଙ୍କ ସମର୍ଥନ  ମିଳିଥିବା  ଏନସିପି ନେତା ମାଜିଦ୍ ମେମନ କହିଛନ୍ତି।

ଏନସିପି ଓ  କଂଗ୍ରେସ ସହ  ତୃଣମୂଳ କଂଗ୍ରେସ, ବାମମେଣ୍ଟ, ସମାଜବାଦୀ ପାର୍ଟି  ପ୍ରମୁଖ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ଏପଟେ ବିଜେଡି ମହାଭିଯୋଗ  ପ୍ରସ୍ତାବକୁ ନାପସନ୍ଦ କରିଥିବା ବେଳେ ଜଷ୍ଟିସ ମିଶ୍ର ଓଡିଆ ହୋଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଉଥିବା, ବିଜେପି ମୁଖପାତ୍ର  ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ  ଉଦ୍ୟମ, ବିଜେପି ବିରୁଦ୍ଧରେ ଏକଜୁଟ୍ ହେବା ଲାଗି ବିରୋଧୀଙ୍କର  ଏହା ଆଉ ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ରରେ ବିକଳ୍ପ ମେଣ୍ଟ  ଗଠନ ନେଇ ଉଦ୍ୟମ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ଦିଲ୍ଲୀରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତଭୂଷଣଙ୍କ ସହ ଏନେଇ  ଆଲୋଚନା କରିଥିବା କୁହାଯାଉଛି।  ତେବେ ସୁପ୍ରିମକୋର୍ଟ ବାର୍  ଆସୋସିଏସନ୍ ମହାଭିଯୋଗ ପ୍ରସ୍ତାବକୁ ବିରୋଧ  କରିଛି।  ଆଇନ  ବିଶେଷଜ୍ଞ ମଧ୍ୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ନାହାନ୍ତି।

ପୂର୍ବରୁ ୧୯୯୩ରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଭି.  ରାମାସ୍ୱାମୀ ଓ ୨୦୧୧ରେ କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍  ସୌମିତ୍ର ସେନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏକଚାଟିଆ ନିଷ୍ପତ୍ତି  ନେଉଥିବା ନେଇ ସୁପ୍ରିମକୋର୍ଟର ଅନ୍ୟ ୪ ବିଚାରପତି ଜାନୁଆରୀ  ମାସରେ ଅଭିଯୋଗ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story