ଇତିହାସରେ ପ୍ରଥମ: ବିହାରରେ ଖାତା ଖୋଲି ପାରିଲାନି ଲାଲୁଙ୍କ ଆରଜେଡି

ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା। ଏପରି କି ଦଳ ଏଥର କଂଗ୍ରେସ ସହ ମେଣ୍ଟ କରିଥିଲା। ମେଣ୍ଟର ସର୍ତ୍ତ ଅନୁଯାୟୀ ଆରଜେଡି ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ହେଲେ ବି […]

y

y

Hemant Lenka
  • Published: Friday, 24 May 2019
  • Updated: 24 May 2019, 02:47 PM IST

Sports

Latest News

ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା। ଏପରି କି ଦଳ ଏଥର କଂଗ୍ରେସ ସହ ମେଣ୍ଟ କରିଥିଲା। ମେଣ୍ଟର ସର୍ତ୍ତ ଅନୁଯାୟୀ ଆରଜେଡି ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ହେଲେ ବି ଆସନରେ ଜିତିପାରି ନାହିଁ।

୧୯୯୭ରେ ଗଠିତ ହୋଇଥିବା ଆରଜେଡି ୨୦୦୮ରେ ଜାତୀୟ ଦଳର ମାନ୍ୟତା ପାଇଥିଲା। ୧୯୯୮ରେ ପ୍ରଥମଥର ନିର୍ବାଚନ ଲଢ଼ିବାକୁ ମଇଦାନକୁ ଆସିଥିବା ଆରଜେଡି ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୯ରେ ପରିସ୍ଥିତି ଏମିତି ହେଲା ଯେ ଦଳ ବିହାରରେ ଖାତା ଖୋଲି ପାରିଲା ନାହିଁ। ସେହିପରି ଆରଜେଡି ସହ ମେଣ୍ଟ କରିଥିବା କଂଗ୍ରେସ ମଧ୍ୟ ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। କଂଗ୍ରେସ ଏଠାରେ ୯ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଆରଜେଡି ଓ କଂଗ୍ରେସ ସହ ଆରଏଲଏସ୍‌ପି ଓ ଏଚ୍‌ଏଏମ୍‌ ମଧ୍ୟ ମେଣ୍ଟ କରିଥିଲେ।

ଅନ୍ୟପକ୍ଷରେ ବିହାରର ୪୦ଟି ଆସନରୁ ବିଜେପି, ଜେଡିୟୁ ଓ ଏଲ୍‌ଜେପି ମେଣ୍ଟ ୩୯ଟିରେ ବାଜିମାତ କରିଛନ୍ତି। ବିଜେପି ୧୭ଟି ଆସନରେ ଜିତିଥିବା ବେଳେ ଜେଡିୟୁ ୧୬ ଓ ଏଲ୍‌ଜେପି ୬ଟି ଆସନରେ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story