ପାକ୍‌ ସେନାର କଣ୍ଢେଇ ସାଜିଛନ୍ତି ଇମ୍ରାନ୍‌ ଖାନ୍‌!

ୱାଶିଂଟନ୍‌: ଭାରତ ପୂର୍ବରୁ ପାକିସ୍ତାନ ସମ୍ପର୍କରେ ଯାହା କହି ଆସୁଥିଲା ସେକଥା ଆମେରିକା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗଣତାନ୍ତ୍ରିକ ଉପାୟରେ ପାକିସ୍ତାନବାସୀ ଇମ୍ରାନ୍‌ ଖାନ୍‌ଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିଛନ୍ତି। ହେଲେ ସମସ୍ତ ସୁରକ୍ଷା ଓ ବିଦେଶ ନୀତିର ନିଷ୍ପତ୍ତି ପାକ୍‌ ସେନା ପକ୍ଷରୁ ନିଆଯାଉଛି। ଅର୍ଥାତ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ସେନାର ଚାବିଦିଆ କଣ୍ଢେଇ ଭଳି କାର୍ଯ୍ୟ କରୁଛନ୍ତି। ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି କଥା ଉଲ୍ଲେଖ ରହିଛି। ରିପୋର୍ଟ […]

e

e

Hemant Lenka
  • Published: Thursday, 29 August 2019
  • Updated: 29 August 2019, 04:06 PM IST

Sports

Latest News

ୱାଶିଂଟନ୍‌: ଭାରତ ପୂର୍ବରୁ ପାକିସ୍ତାନ ସମ୍ପର୍କରେ ଯାହା କହି ଆସୁଥିଲା ସେକଥା ଆମେରିକା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗଣତାନ୍ତ୍ରିକ ଉପାୟରେ ପାକିସ୍ତାନବାସୀ ଇମ୍ରାନ୍‌ ଖାନ୍‌ଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିଛନ୍ତି। ହେଲେ ସମସ୍ତ ସୁରକ୍ଷା ଓ ବିଦେଶ ନୀତିର ନିଷ୍ପତ୍ତି ପାକ୍‌ ସେନା ପକ୍ଷରୁ ନିଆଯାଉଛି। ଅର୍ଥାତ ଇମ୍ରାନ୍‌ ଖାନ୍‌ ପାକିସ୍ତାନ ସେନାର ଚାବିଦିଆ କଣ୍ଢେଇ ଭଳି କାର୍ଯ୍ୟ କରୁଛନ୍ତି।

ଆମେରିକା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି କଥା ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ଜିତିବା ପାଇଁ ଇମ୍ରାନ୍‌ ଖାନ୍‌ଙ୍କ ପାଖରେ କୌଣସି ଅଭିଜ୍ଞତା ନଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ନୱାଜ ଶରିଫଙ୍କ ଦଳକୁ ହଠାଇବା ପାଇଁ ପାକ୍‌ ସେନା ହିଁ ସମସ୍ତ ପ୍ରକାରର ଯୋଜନା କରିଥିଲା।

ଘରୋଇ ରାଜନୀତିରେ ପାକିସ୍ତାନ ସେନାର ବେଶ ଦବଦବା ରହିଛି। ଇମ୍ରାନ୍‌ ଖାନ୍‌ ନୂଆ ପାକିସ୍ତାନର ନାରା ଦେଇ କ୍ଷମତାକୁ ଫେରିଥିଲେ। ଏହି ନାରା ଯୁବ ଗୋଷ୍ଠୀଙ୍କୁ ପ୍ରଭାବିତ କରିପାରି ଥିଲା। ହେଲେ ଇମ୍ରାନ୍‌ କ୍ଷମତାକୁ ଆସିବା ପରେ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ଏଥିରୁ ମୁକୁଳିବା ପାଇଁ ଇମ୍ରାନ୍‌ ସରକାର ଚାହୁଁଥିଲେ ହେଁ ପାକ୍‌ ସେନା ପାଇଁ ଏହା ସମ୍ଭବପର ହୋଇପାରୁ ନାହିଁ। ପାକିସ୍ତାନ ସେନା ସୁରକ୍ଷା ଓ ବିଦେଶୀ ନୀତି ନିର୍ଦ୍ଧାରଣ କରୁଥିବାରୁ ଇମ୍ରାନ୍‌ ଖାନ୍‌ ସରକାର କୌଣସି ନିଜସ୍ୱ ନିଷ୍ପତ୍ତି ନେଇପାରୁନାହାନ୍ତି।

ସେହିପରି ଅସିଦ୍ଧ ଘୋଷଣା ହୋଇଥିବା ସଂଗଠନ ଗୁଡ଼ିକ ସହ ପାକିସ୍ତାନର ଏକାଧିକ ରାଜନୀତିକ ଦଳ ସମ୍ପର୍କ ରଖିଛନ୍ତି। ଏହି ସଂଗଠନଗୁଡ଼ିକ ଦ୍ୱାରା ରାଜନୀତିକ ଦଳଗୁଡ଼ିକ ମଧ୍ୟ ନିଜର ଭୋଟ ବ୍ୟାଙ୍କ ସୁଦୃଢ଼ କରୁଛନ୍ତି। ଏହି ରିପୋର୍ଟ ପରେ ପାକିସ୍ତାନ ପୁଣିଥରେ ବିଶ୍ୱ ଦରବାରରେ ହିନସ୍ତା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story