୧୦ ବର୍ଷ ପରେ ମୋଦିଙ୍କ ବାରାଣସୀରେ ହାରିଲା ବିଜେପି

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଦୀର୍ଘ ୧୦ ବର୍ଷ ହେଲା ବାରାଣସୀର ଦୁଇଟି ଯାକ ବିଧାନ ପରିଷଦ ଆସନ ବିଜେପି ଦଖଲରେ ରହିଥିଲା। ହେଲେ ଏଥର ଦଳ ଦୁଇଟି ଯାକ ଆସନରେ ପରାସ୍ତ ହୋଇଛି। ଏହି ଦୁଇଟି ଆସନ ମଧ୍ୟରୁ ଗୋଟିଏ ଶିକ୍ଷକ ଓ ଅନ୍ୟଟି ଗ୍ରାଜ୍ୟୁଏଟମାନଙ୍କ ପାଇଁ ସଂରକ୍ଷଣ ରହିଥିଲା। ଉଭୟ ଆସନରେ ସମାଜବାଦୀ ପାର୍ଟି ବାଜିମାତ କରିଛି। ଶନିବାର ସମାଜବାଦୀ ପାର୍ଟିର ଆଶୁତୋଷ ସିହ୍ନା […]

da

da

Hemant Lenka
  • Published: Saturday, 05 December 2020
  • Updated: 05 December 2020, 10:38 PM IST

Sports

Latest News

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀରେ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଦୀର୍ଘ ୧୦ ବର୍ଷ ହେଲା ବାରାଣସୀର ଦୁଇଟି ଯାକ ବିଧାନ ପରିଷଦ ଆସନ ବିଜେପି ଦଖଲରେ ରହିଥିଲା। ହେଲେ ଏଥର ଦଳ ଦୁଇଟି ଯାକ ଆସନରେ ପରାସ୍ତ ହୋଇଛି।

ଏହି ଦୁଇଟି ଆସନ ମଧ୍ୟରୁ ଗୋଟିଏ ଶିକ୍ଷକ ଓ ଅନ୍ୟଟି ଗ୍ରାଜ୍ୟୁଏଟମାନଙ୍କ ପାଇଁ ସଂରକ୍ଷଣ ରହିଥିଲା। ଉଭୟ ଆସନରେ ସମାଜବାଦୀ ପାର୍ଟି ବାଜିମାତ କରିଛି। ଶନିବାର ସମାଜବାଦୀ ପାର୍ଟିର ଆଶୁତୋଷ ସିହ୍ନା ବାରାଣସୀ ଡିଭିଜନର ଗ୍ରାଜ୍ୟୁଏଟ ଆସନରେ ଜିତିଛନ୍ତି। ଗତକାଲି ତାଙ୍କ ଦଳର ଲାଲ ବିହାରୀ ଯାଦବ ଶିକ୍ଷକଙ୍କ ପାଇଁ ସଂରକ୍ଷଣ ଆସନରେ ଜିତିଥିଲେ।

ମଙ୍ଗଳବାର ଉତ୍ତର ପ୍ରଦେଶର ୧୧ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହା ମଧ୍ୟରୁ ୫ଟି ଗ୍ରାଜ୍ୟୁଏଟ ଓ ୬ଟି ଶିକ୍ଷକମାନଙ୍କ ସଂରକ୍ଷିତ ଥିଲା। ବିଧାନ ପରିଷଦର ସଦସ୍ୟଙ୍କ କାର୍ଯ୍ୟକାଳ ମେ’ ୬ରେ ଶେଷ ହୋଇଥିଲା। ଏହାପରେ ବିଜେପି, କଂଗ୍ରେସ ଓ ସାମାଜବାଦୀ ପାର୍ଟିର ଶିକ୍ଷକ ଆସୋସିଏସନ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ମୋଟ ୧୧ଟି ଆସନ ପାଇଁ ୧୯୯ ପ୍ରାର୍ଥୀ ରହିଥିଲେ। ୨ଟି ଆସନକୁ ଛାଡ଼ି ବାକି ୯ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଏହା ମଧ୍ୟରୁ ୪ଟି ବିଜେପି ଖାତକୁ ଯାଇଥିବା ବେଳେ ୩ଟି ସମାଜବାଦୀ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ବାଜିମାତ କରିଛନ୍ତି।

ସାମାଜବାଦୀ ପାର୍ଟି ପ୍ରତିପକ୍ଷ ବିଜେପି ଠାରୁ ଗୋଟିଏ ଆସନ କମ ଜିତିଛି। ହେଲେ ମୋଦିଙ୍କ ନିର୍ବାଚନ ମଣ୍ଡଳୀରେ ସାମାଜବାଦୀ ପାର୍ଟି ଜିତିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story