କଚୋଡ଼ି ବିକି ବର୍ଷକୁ ୬୦ ଲକ୍ଷରୁ ୧ କୋଟି ଟଙ୍କା ଆୟ, ନୋଟିସ କଲା ଆୟକର ବିଭାଗ

ଆଲିଗଡ଼: କଚୋଡ଼ି ଓ ସିଙ୍ଗଡ଼ା ବିକ୍ରି କରି ଜଣେ ବ୍ୟକ୍ତି ବର୍ଷକୁ ୬୦ରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବା ପରେ ଆୟକର ବିଭାଗ ସଂପୃକ୍ତ ବ୍ୟବସାୟୀଙ୍କୁ ନୋଟିସ୍‌ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ପ୍ରସିଦ୍ଧ ‘ମୁକେଶ କଚୋଡ଼ି’ ଦୋକାନ ମାଲିକଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଆୟକର ବିଭାଗ ଠାବ କରିବା ପରେ ଏଭଳି ନୋଟିସ୍‌ କରିଥିବା ଜଣାପଡ଼ିଛି। ଆଲିଗଡ଼ର ସୀମା ସିନେମା ହଲ୍‌ ପାଖରେ ‘ମୁକେଶ କଚୋଡ଼ି’ ଦୋକାନ ରହିଛି। ଏଠାରେ କଚୋଡ଼ି ସହ […]

rr

rr

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 03:18 PM IST

Sports

Latest News

ଆଲିଗଡ଼: କଚୋଡ଼ି ଓ ସିଙ୍ଗଡ଼ା ବିକ୍ରି କରି ଜଣେ ବ୍ୟକ୍ତି ବର୍ଷକୁ ୬୦ରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବା ପରେ ଆୟକର ବିଭାଗ ସଂପୃକ୍ତ ବ୍ୟବସାୟୀଙ୍କୁ ନୋଟିସ୍‌ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ପ୍ରସିଦ୍ଧ ‘ମୁକେଶ କଚୋଡ଼ି’ ଦୋକାନ ମାଲିକଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଆୟକର ବିଭାଗ ଠାବ କରିବା ପରେ ଏଭଳି ନୋଟିସ୍‌ କରିଥିବା ଜଣାପଡ଼ିଛି। ଆଲିଗଡ଼ର ସୀମା ସିନେମା ହଲ୍‌ ପାଖରେ ‘ମୁକେଶ କଚୋଡ଼ି’ ଦୋକାନ ରହିଛି। ଏଠାରେ କଚୋଡ଼ି ସହ ସିଙ୍ଗଡ଼ା ମଧ୍ୟ ବିକ୍ରି ହୁଏ। ସକାଳୁ ମୁକେଶ ଦୋକାନ ଖୋଲିବା ଠାରୁ ରାତିରେ ବନ୍ଦ ହେବା ଯାଏ ଦିନ ତମାମ ଏଠାରେ ଭିଡ଼ ଜମି ରହିଥାଏ। କହିବାକୁ ଗଲେ ଛଣା ମାଲ ନ ସରିବା ଯାଏ ଲୋକଙ୍କ ଲମ୍ବା ଧାଡ଼ି ଶେଷ ହୁଏ ନାହିଁ।

ସବୁ କିଛି ଦୀର୍ଘ ବର୍ଷ ହେଲା ଠିକ୍‌ ଠାକ ଚାଲିଥିଲା। ହେଲେ ମୁକେଶଙ୍କ ବ୍ୟବସାୟ ଦିନକୁ ଦିନ ବଢ଼ୁ ଥିବାରୁ କିଛି ଲୋକ ଆୟକର ବିଭାଗ ନିକଟରେ ଏନେଇ ଅଭିଯୋଗ କରିଥିଲେ। ପ୍ରକୃତ ସତ୍ୟ ଜାଣିବା ପାଇଁ ଆୟକର ବିଭାଗର ଏକ ଟିମ୍‌ ମୁକେଶଙ୍କ ଦୋକାନ ପାଖରେ ଥିବା ଆଉ ଏକ ଦୋକାନରେ କିଛିଦିନ ଛଦ୍ମବେଶରେ ଥାଇ ସବୁ କଥା ନିରୀକ୍ଷଣ କରିଥିଲେ। ଏହି ନିରୀକ୍ଷଣ ବେଳେ ମୁକେଶ କେବଳ କଚୋଡ଼ି ଏବଂ ସିଙ୍ଗଡ଼ା ବିକି ବର୍ଷକୁ ୬୦ ଲକ୍ଷରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବାକୁ ପାଇଥିଲେ। ତେବେ ମୁକେଶ ନିଜ ବ୍ୟବସାୟକୁ ଜିଏସ୍‌ଟି ଅଧୀନରେ ପଞ୍ଜିକୃତ କରି ନଥିବାରୁ ଏତେ ଆୟ ସତ୍ତ୍ୱେ ସେ କୌଣସି ଟିକସ ଦେଉନାହାନ୍ତି। ଏକଥାର ପ୍ରମାଣ ପାଇବା ପରେ ଆୟକର ବିଭାଗ ତାଙ୍କୁ ନୋଟିସ୍‌ କରିଛି।

ମୁକେଶ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୁଁ ଏସବୁ ବିଷୟରେ କିଛି ଜାଣିନାହିଁ। ଦୀର୍ଘ ୧୨ ବର୍ଷ ହେଲାଣି ମୁଁ ଏଠାରେ ଦୋକାନ କରିଛି। ମୋତେ କେହି ବି ପଞ୍ଜୀକରଣ ପାଇଁ କେବେ ହେଲେ କହିନାହାନ୍ତି। ଆମେ ଅତି ସାଧାରଣ ଲୋକ। କଚୋଡ଼ି ଓ ଶିଙ୍ଗଡ଼ା ବିକି ପରିବାରର ଗୁଜୁରାଣ ମେଣ୍ଟାଇ ଥାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story