ସ୍ୱାଧୀନତା ଦିବସ ପାଇଁ ଲାଲ୍‌କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ସେଥିପାଇଁ ଲାଲ୍‌କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ମୋଦିଙ୍କ ସୁରକ୍ଷା ୟୁନିଟ୍‌, ଦିଲ୍ଲୀ ପୋଲିସ୍‌, ଏସ୍‌ପିଜି ଓ ସିଆଇଏସ୍‌ଏଫ୍‌ ମିଳିତ ଭାବେ ଲାଲ୍‌କିଲ୍ଲାର ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ବିଭିନ୍ନ ସ୍ଥାନରେ ୯ ହଜାର ସୁରକ୍ଷାକର୍ମୀ ମୁତୟନ ହେବା ସହ ପ୍ରାୟ ୫୦୦ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। […]

lalkila

lalkila

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 11:06 AM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ ନୂଆଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଲାଲ୍‌କିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ସେଥିପାଇଁ ଲାଲ୍‌କିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ମୋଦିଙ୍କ ସୁରକ୍ଷା ୟୁନିଟ୍‌, ଦିଲ୍ଲୀ ପୋଲିସ୍‌, ଏସ୍‌ପିଜି ଓ ସିଆଇଏସ୍‌ଏଫ୍‌ ମିଳିତ ଭାବେ ଲାଲ୍‌କିଲ୍ଲାର ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

ବିଭିନ୍ନ ସ୍ଥାନରେ ୯ ହଜାର ସୁରକ୍ଷାକର୍ମୀ ମୁତୟନ ହେବା ସହ ପ୍ରାୟ ୫୦୦ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଦିଲ୍ଲୀ ମେଟ୍ରୋରେ ମଧ୍ୟ ସୁରକ୍ଷା ବଢ଼ାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story