କରୋନାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ବାହାର କରିଥିବା ନାବାଳିକା ଜିତିଲେ ୨୫ ହଜାର ଡଲାର୍‌

ନୂଆଦିଲ୍ଲୀ: ଆମ ପାଖରେ କେବେ ଟିକା ପହଞ୍ଚିବ? ବର୍ତ୍ତମାନ ସାରା ବିଶ୍ୱରେ ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ବୈଜ୍ଞାନିକ ଓ ଗବେଷକମାନେ କରୋନାକୁ ମାତ୍‌ ଦେବା ପାଇଁ ପ୍ରୟାସ ଯେତିକି ଆଗକୁ ନେଉଛନ୍ତି, ଆମ ମାନଙ୍କ ମଧ୍ୟରେ ଟିକା ପାଇଁ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି। ଏସବୁ ଭିତରେ କରୋନାକୁ ମାତ୍‌ ଦେବାର କ୍ଷମତା ରଖିଥିବା ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛନ୍ତି ଜଣେ ୧୪ ବର୍ଷୀୟ ଭାରତୀୟ ବଂଶଦ୍ଭୋବ ଆମେରିକା ନାଗରିକ […]

d

d

Hemant Lenka
  • Published: Monday, 19 October 2020
  • Updated: 19 October 2020, 05:17 PM IST

Sports

Latest News

ନୂଆଦିଲ୍ଲୀ: ଆମ ପାଖରେ କେବେ ଟିକା ପହଞ୍ଚିବ? ବର୍ତ୍ତମାନ ସାରା ବିଶ୍ୱରେ ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ବୈଜ୍ଞାନିକ ଓ ଗବେଷକମାନେ କରୋନାକୁ ମାତ୍‌ ଦେବା ପାଇଁ ପ୍ରୟାସ ଯେତିକି ଆଗକୁ ନେଉଛନ୍ତି, ଆମ ମାନଙ୍କ ମଧ୍ୟରେ ଟିକା ପାଇଁ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି।

ଏସବୁ ଭିତରେ କରୋନାକୁ ମାତ୍‌ ଦେବାର କ୍ଷମତା ରଖିଥିବା ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛନ୍ତି ଜଣେ ୧୪ ବର୍ଷୀୟ ଭାରତୀୟ ବଂଶଦ୍ଭୋବ ଆମେରିକା ନାଗରିକ ଅନିକା ଚେବରୌଲ। ଏଥିପାଇଁ ସେ ୨୦୨୦ ୩ଏମ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜ ଜିତିବା ସହ ୨୫ ହଜାର ଡଲାରର ପୁରସ୍କାର ପାଇଛନ୍ତି। ଅନିକା ଭାରତର ମୂଳ ବାସିନ୍ଦା ହୋଇଥିଲେ ହେଁ ଆମେରିକାର ଟେକସାସ୍‌ରେ ରହୁଛନ୍ତି।

୩ଏମ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜ ହେଉଛି ଆମେରିକାର ଏକ ପ୍ରମୁଖ ମାଧ୍ୟମିକ ସ୍କୁଲର ବିଜ୍ଞାନ ପ୍ରତିଯୋଗିତା। ଏହାକୁ ଗୋଟିଏ କମ୍ପାନୀ ଆୟୋଜନ କରିଥାଏ। ଅନିକା କହିଛନ୍ତି, ୨୦୧୯ରେ ସେ ଇନଫ୍ଲୁଏଞ୍ଜା ସଂକ୍ରମଣ ସହ ଲଢ଼େଇ କରୁଥିଲେ। ସେବେଠାରୁ ସେ ୩ଏମ ଯୁବ ବୈଜ୍ଞାନିକ ଚ୍ୟାଲେଞ୍ଜରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ଇନଫ୍ଲୁଏଞ୍ଜା ସଂକ୍ରମଣକୁ କେମିତି ମାତ ଦିଆଯାଇ ପାରିବ, ତା’ର କାରଣ ଖୋଜିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିଲେ।

ତେବେ କରୋନା ଆସିଯିବାରୁ ପୂରା ସ୍ଥିତି ବଦଳି ଯାଇଥିଲା। ଫଳରେ ଅନିକା ସାର୍ସ-ସିଓଭି-୨ ସଂକ୍ରମଣ ଉପରେ ଫୋକସ କରିଥିଲେ। ସେ ଗୋଟିଏ ଅଣୁ(Molecule) ବାହାର କରିଛନ୍ତି। ଏହା କରୋନା ଭାଇରସର ଗୋଟିଏ ନିଶ୍ଚନ୍ତ ପ୍ରୋଟିନ୍‌କୁ ବାନ୍ଧି ପାରିବ ଓ ମଣିଷ ଶରୀରରେ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ସେ ଏକାଧିକ କମ୍ପ୍ୟୁଟର ପ୍ରୋଗ୍ରାମିଂର ବ୍ୟବହାର କରି ଏଭଳି ଅଣୁକୁ ବିକଶିତ କରିପାରିଛନ୍ତି। ଏଥିସହ ଭାଇରସ ଓ ଔଷଧ ସ୍ପେଶାଲିଷ୍ଟ ଭାବେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଆଲୋଚନା କରି ଏପରି କାମ କରିପାରିଛନ୍ତି। ଅନିକାଙ୍କର ଜେଜେ ହେଉଛନ୍ତି ରସାୟନିକ ବିଜ୍ଞାନର ପ୍ରଫେସର। ସେ ହିଁ ତାଙ୍କୁ ଏଭଳି କାମ କରିବାକୁ ପ୍ରେରଣା ଦେଇଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story