ଡାଭୋସ ସମ୍ମିଳନୀରେ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ: ୱାର୍ଲ୍ଡ ଇକୋନୋମିକ ଫୋରମର ଅନଲାଇନ ଡାଭୋସ ଏଜେଣ୍ଡା ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ସଂକ୍ରମଣ ବେଳେ ଭାରତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ତଥାପି ଦେଶ ଆଗକୁ ବଢ଼ିଛି। ମାତ୍ର ୧୨ ଦିନରେ ଆମେ ୨.୩ ନିୟୁତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରିଛୁ। ଆଉ ୩ ମାସ ମଧ୍ୟରେ ଆମେ ୩୦୦ ମିଲିୟନ ବରିଷ୍ଠ ନାଗରିକଙ୍କୁ ଟିକା ଦେବୁ ବୋଲି ମୋଦି କହିଛନ୍ତି। […]

fy

fy

Hemant Lenka
  • Published: Thursday, 28 January 2021
  • Updated: 28 January 2021, 08:31 PM IST

Sports

Latest News

ନୂଆଦିଲ୍ଲୀ: ୱାର୍ଲ୍ଡ ଇକୋନୋମିକ ଫୋରମର ଅନଲାଇନ ଡାଭୋସ ଏଜେଣ୍ଡା ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ସଂକ୍ରମଣ ବେଳେ ଭାରତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ତଥାପି ଦେଶ ଆଗକୁ ବଢ଼ିଛି। ମାତ୍ର ୧୨ ଦିନରେ ଆମେ ୨.୩ ନିୟୁତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରିଛୁ। ଆଉ ୩ ମାସ ମଧ୍ୟରେ ଆମେ ୩୦୦ ମିଲିୟନ ବରିଷ୍ଠ ନାଗରିକଙ୍କୁ ଟିକା ଦେବୁ ବୋଲି ମୋଦି କହିଛନ୍ତି।

ଏହି ଭିଡିଓ କନଫରେନ୍ସିଂ ସମ୍ମିଳନୀରେ ୪୦୦ ଟପ୍‌ ଶିଳ୍ପପତି ସାମିଲ ଥିଲେ। ଏହି ଅବସରରେ ମୋଦି ସମସ୍ତଙ୍କୁ ଭାରତରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ସେ କହିଛନ୍ତି, ଗତବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ବିଶେଷଜ୍ଞମାନେ କହିଥିଲେ ଯେ କରୋନା ମହାମାରୀ ଯୋଗୁ ଭାରତ ସବୁଠାରୁ ଅଧିକ ପ୍ରଭାବିତ ହେବ। ଦେଶରେ ସଂକ୍ରମିତଙ୍କ ସୁନାମି ଆସିବ। କିଛି ଲୋକ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବ ବୋଲି କହିଥିଲେ।

କିନ୍ତୁ ଲୋକଙ୍କ ସମର୍ଥନରେ ଭାରତ ଆଗକୁ ବଢ଼ିଛି। ଯେଉଁ ଦେଶଗୁଡ଼ିକରେ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଥିଲା, ସେଠାକାର ଅବସ୍ଥା ଦେଖନ୍ତୁ। ବର୍ତ୍ତମାନ ପୂରା ବିଶ୍ୱ ଆମକୁ ଦେଖୁଛି। ଆମେ ସମସ୍ତ ପ୍ରକାରର ମାନବ ସମ୍ବଳକୁ ବିନିଯୋଗ କରି କରୋନା ସହ ଲଢ଼େଇ କରିଛୁ। ଭାରତ ପାଖରେ ଦୁଇଟି ମେଡ୍‌ ଇନ କରୋନା ଟିକା ରହିଛି। ଆଗକୁ ଆହୁରି ଅନେକ କରୋନା ଟିକା ଭାରତରୁ ଉତ୍ପାଦିତ ହେବ। ଆମେ କେବଳ ଆବଶ୍ୟକ ଅନୁଯାୟୀ, ପିପିଇ କିଟ୍‌ ଓ ମାସ୍କ ତିଆରି କରି ନଥିଲୁ। ଏହାକୁ ରପ୍ତାନୀ ମଧ୍ୟ କରିଥିଲୁ। ଭାରତ ବିଦେଶକୁ ମଧ୍ୟ ଟିକା ପଠାଇଛି। ୧୫୦ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ମଧ୍ୟ ପଠାଯାଇଛି।

ଦେଶରେ ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଆରମ୍ଭ ହୋଇଛି। ଭାରତର ସଫଳତା ସାରା ବିଶ୍ୱକୁ ସଫଳ କରାଇବ। ଆମେ ବିଶ୍ୱ ସପ୍ଲାଏ ଚେନକୁ ସଶକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମ ଏଥିପାଇଁ ସକ୍ଷମ ଓ ଆମ ପାଖରେ କ୍ଷମତା ମଧ୍ୟ ରହିଛି। କରୋନା ଭାଇରସ ଆମକୁ ମାନବିକତାର ମୂଲ୍ୟବୋଧ ଶିଖାଇଛି। ଭାରତର ପାରମ୍ପରିକ ଔଷଧ ଓ ଆୟୁର୍ବେଦ କେମିତି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ତା’ର ପୂରା ବିଶ୍ୱ ଦେଖିଛି।

ଆମେ ସବୁବେଳେ ପ୍ରତିଟି ଜୀବନକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ। ଏବେ ଭାରତ ଆତ୍ମନିର୍ଭର ଦିଗରେ ଗତି କରୁଛି। ଅର୍ଥନୀତିର ସର୍ପୋଟିଂ ପିଲାର ହେଉଛି ଭିତ୍ତିଭୂମି। ଏଥିପାଇଁ ୬ ବର୍ଷ ମଧ୍ୟରେ ଭାରତରେ ୫୭୦୦୦ କିମି ଜାତୀୟ ରାଜପଥ ତିଆରି ହୋଇଛି। ୫୮% ରେଳ ଲାଇନ ବିଦ୍ୟୁତକରଣ କରାଯାଇଛି। ମହାମାରୀ ଭିତରେ ମଧ୍ୟ ଭାରତରେ ଏଫଡିଆଇ ୧୩% ବୃଦ୍ଧି ପାଇଛି। ଆମେ ଏମଏସଏମଇକୁ ଆର୍ଟିଫିସିଆଲ ଗୁଇନ୍ଦା ଓ ମେକାନିକାଲ ଲର୍ଣ୍ଣିଂରେ ସଂଯୋଗ କରିବାକୁ ଉଦ୍ୟମ କରୁଛୁ।

୧.୩ ମିଲିୟନ ରାସ୍ତାକଡ଼ ଦୋକାନୀ ଡିଜିଟାଲ ଅର୍ଥନୀତି ସହ ସାମିଲ ହୋଇଛନ୍ତି। ଭାରତରେ ୧.୩ ବିଲିୟନ ଲୋକଙ୍କ ପାଖରେ ଆଧାର କାର୍ଡ ଓ ୧.୧ ବିଲିୟନ ମୋବାଇଲ ବ୍ୟବହାରକାରୀ ରହିଛନ୍ତି। ବିଦେଶର ଶିଳ୍ପପତିମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଆସିପାରିବେ ବୋଲି ମୋଦି ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story