ଡ୍ରାଗନ ସହ ମୁକାବିଲା ପାଇଁ ରଣନୀତି: ଆମେରିକାଠାରୁ ଯୁଦ୍ଧ ବିମାନ, ଡ୍ରୋନ୍‌ କିଣିବ ଭାରତ

ନୂଆଦିଲ୍ଲୀ: ପାରମ୍ପରିକ ଶତ୍ରୁ ପାକିସ୍ତାନ ଏବଂ ଚୀନକୁ କେମିତି ମୁକାବିଲା କରିହେବ ଭାରତ ତା’ର ରଣକୌଶଳ ଜାରି ରଖିଛି।  ଏଣୁ ଦେଶର ସାମରିକ ଶକ୍ତି ବୃଦ୍ଧି ଲକ୍ଷରେ ଅଛି ଭାରତ। ଏହି ଅବସରେରେ ଆମେରିକା ସହ ସାମରିକ ଚୁକ୍ତି ହେବା ନେଇ କଥା ଉଠିଛି। ଆମେରିକାଠାରୁ ଭାରତ ଯୁଦ୍ଧ ବିମାନ  ଏବଂ ଡ୍ରୋନ୍‌ କିଣିବା ନେଇ ଯୋଜନା ହୋଇଛି। ଚଳିତ ସପ୍ତାହରେ ଆମେରିକାର  ପ୍ରତିରକ୍ଷା ସଚିବ ଜେମ୍ସ  ମୈଟିସ୍‌ଙ୍କ ଭାରତ ଗସ୍ତରେ ଆସୁଛନ୍ତି।  ଏହି ଯାତ୍ରା ଅବସରରେ ଆମେରିକା […]

america-1

america-1

Rakesh Mallick
  • Published: Sunday, 24 September 2017
  • Updated: 24 September 2017, 04:20 PM IST

Sports

Latest News

ନୂଆଦିଲ୍ଲୀ: ପାରମ୍ପରିକ ଶତ୍ରୁ ପାକିସ୍ତାନ ଏବଂ ଚୀନକୁ କେମିତି ମୁକାବିଲା କରିହେବ ଭାରତ ତା’ର ରଣକୌଶଳ ଜାରି ରଖିଛି।  ଏଣୁ ଦେଶର ସାମରିକ ଶକ୍ତି ବୃଦ୍ଧି ଲକ୍ଷରେ ଅଛି ଭାରତ। ଏହି ଅବସରେରେ ଆମେରିକା ସହ ସାମରିକ ଚୁକ୍ତି ହେବା ନେଇ କଥା ଉଠିଛି। ଆମେରିକାଠାରୁ ଭାରତ ଯୁଦ୍ଧ ବିମାନ  ଏବଂ ଡ୍ରୋନ୍‌ କିଣିବା ନେଇ ଯୋଜନା ହୋଇଛି। ଚଳିତ ସପ୍ତାହରେ ଆମେରିକାର  ପ୍ରତିରକ୍ଷା ସଚିବ ଜେମ୍ସ  ମୈଟିସ୍‌ଙ୍କ ଭାରତ ଗସ୍ତରେ ଆସୁଛନ୍ତି।  ଏହି ଯାତ୍ରା ଅବସରରେ ଆମେରିକା ସହ  ଯୁଦ୍ଧ ବିମାନ ଏବଂ ଡ୍ରୋନ୍‌ କିଣା ନେଇ ଆଲୋଚନା  ହୋଇପାରେ।

ମୁଖ୍ୟତଃ ଏହି ଯୁଦ୍ଧ ବିମାନ ଏବଂ  ଡ୍ରୋନ ଆମେରିକାଠାରୁ କ୍ରୟ କରିବା ନେଇ ଭାରତ ପ୍ରସ୍ତାବ ଦେଇପାରେ।  ଆସନ୍ତା ସୋମବାର ଜେମ୍ସ  ମୈଟିସ୍‌ ଭାରତରେ ପହଞ୍ଚିବେ। ଏହି ପରିପ୍ରେକ୍ଷୀରେ ଉଭୟ ଜେମ୍ସ  ମୈଟିସ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ତେବେ ତଟରକ୍ଷା ଏବଂ ନୌସେନାର କୁ ଅଧିକ ମଜଭୁତ ନେଇ ଆଲୋଚନାରେ ମୁଖ୍ୟ ଏଜେଣ୍ଡା ରହିଛି।   ଏହି ଅବସରରେ ୨୨ଟି  ସମୁଦ୍ର  ଗାଡ଼ିଆନ ଯୁଦ୍ଧ ବିମାନ କିଣିବା ସମ୍ପର୍କରେ ଆଲୋଚନା ହେବ। ୨ ବିଲିୟନ ଡଲାରରେ ଏହି ଯୁଦ୍ଧ ବିମାନ କିଣିବ ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story