କାଲି ପୁଣିଥରେ ଭାରତ-ଚାଇନା ଆଲୋଚନା

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଉଭୟ ଦେଶ ୯ମ ଥର ପାଇଁ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ଆସନ୍ତାକାଲି ଭାରତର ଛୁଶୁଲ ସୀମାର ବିପରୀତ ଦିଗରେ ଥିବା ମୋଲଡୋ ଠାରେ ଏହି ଆଲୋଚନା ହେବ। ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖର ଛୁଶୁଲ ଠାରେ କର୍ପସ କମାଣ୍ଡର […]

ca

ca

Hemant Lenka
  • Published: Saturday, 23 January 2021
  • Updated: 23 January 2021, 05:19 PM IST

Sports

Latest News

ନୂଆଦିଲ୍ଲୀ: ଇଷ୍ଟର୍ଣ୍ଣ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଆସନ୍ତାକାଲି ଉଭୟ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହେବ। ଉଭୟ ଦେଶ ୯ମ ଥର ପାଇଁ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଯାଉଛନ୍ତି।

ଆସନ୍ତାକାଲି ଭାରତର ଛୁଶୁଲ ସୀମାର ବିପରୀତ ଦିଗରେ ଥିବା ମୋଲଡୋ ଠାରେ ଏହି ଆଲୋଚନା ହେବ। ଶେଷଥର ପାଇଁ ନଭେମ୍ବର ୬ରେ ଉଭୟ ଦେଶ ମଧ୍ୟରେ ଲଦାଖର ଛୁଶୁଲ ଠାରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା।

ଦୀର୍ଘ ୬ ମାସ ହେଲାଣି ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏଥିପାଇଁ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଦେଶ ପକ୍ଷରୁ ହଜାର ହଜାର ସୈନ୍ୟ ମୁତୟନ କରାଯାଇଛି। ଏସବୁ ଭିତରେ ଏକାଧିକ ଥର ସୀମା ବିବାଦର ସମାଧାନ କରିବାକୁ ବୈଠକ ହୋଇଥିଲେ ହେଁ କିଛି ବି ଫଳ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story