ରୁଷର କରୋନା ଟିକାକୁ ଭାରତରେ ଝଟକା: ବିଶାଳ ଟେଷ୍ଟିଂକୁ ସରକାରଙ୍କ ନା

ନୂଆଦିଲ୍ଲୀ: ରୁଷର କରୋନା ଟିକା ସ୍ପୁଟନିକ-ଭିକୁ ବଡ଼ ଝଟକା ଲାଗିଛି। ରୁଷର କମ୍ପାନୀ ସହ ଚୁକ୍ତି କରି ଭାରତର ଡା.ରେଡ୍ଡି ଲ୍ୟାବ୍ରୋଟରିଜ୍‌ ଲିଃ ଏହି ଟିକାକୁ ଏଠାକୁ ଆଣିଛି। ସଂସ୍ଥା ପକ୍ଷରୁ ଟିକାର ବିଶାଳ ସଂଖ୍ୟାରେ ପରୀକ୍ଷା କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଭାରତର ଡ୍ରଗ୍ ରେଗୁଲେଟର ବଡି ଏହାକୁ ଅଗ୍ରାହ୍ୟ କରିଦେଇଛି। ସଂସ୍ଥା ପକ୍ଷରୁ ପ୍ରଥମେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଟିକାର ପରୀକ୍ଷା କରିବାକୁ ଡ. ରେଡ୍ଡି ଲ୍ୟାବ୍ରୋଟରିଜ୍‌ ଲିଃକୁ କହିଛି। […]

d

d

Hemant Lenka
  • Published: Thursday, 08 October 2020
  • Updated: 08 October 2020, 05:14 PM IST

Sports

Latest News

ନୂଆଦିଲ୍ଲୀ: ରୁଷର କରୋନା ଟିକା ସ୍ପୁଟନିକ-ଭିକୁ ବଡ଼ ଝଟକା ଲାଗିଛି। ରୁଷର କମ୍ପାନୀ ସହ ଚୁକ୍ତି କରି ଭାରତର ଡା.ରେଡ୍ଡି ଲ୍ୟାବ୍ରୋଟରିଜ୍‌ ଲିଃ ଏହି ଟିକାକୁ ଏଠାକୁ ଆଣିଛି। ସଂସ୍ଥା ପକ୍ଷରୁ ଟିକାର ବିଶାଳ ସଂଖ୍ୟାରେ ପରୀକ୍ଷା କରିବାକୁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ତେବେ ଭାରତର ଡ୍ରଗ୍ ରେଗୁଲେଟର ବଡି ଏହାକୁ ଅଗ୍ରାହ୍ୟ କରିଦେଇଛି। ସଂସ୍ଥା ପକ୍ଷରୁ ପ୍ରଥମେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଟିକାର ପରୀକ୍ଷା କରିବାକୁ ଡ. ରେଡ୍ଡି ଲ୍ୟାବ୍ରୋଟରିଜ୍‌ ଲିଃକୁ କହିଛି। କେନ୍ଦ୍ରୀୟ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସ୍‌ସିଓ)ର ବିଶେଷଜ୍ଞ ପ୍ୟାନେଲ କହିଛି ଯେ ବିଦେଶରେ ଏହି ଟିକାର ପରୀକ୍ଷା କରାଯାଇଥିବା କୁହାଯାଉଛି।

ହେଲେ ଏହା କେତେ ସୁରକ୍ଷିତ ଓ ଏହାକୁ ନେବା ଦ୍ୱାରା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣର ବଢ଼ୁଛି, ସେକଥା କେହି ବି ଜାଣି ନାହାନ୍ତି। ଏ ସମ୍ପର୍କରେ ଟିକାର ପରୀକ୍ଷା କରିଥିବା ଦେଶ ବିସ୍ତୃତ ତଥ୍ୟ ଦେଇନାହିଁ। ସେହିପରି ପୂର୍ବରୁ ଟିକାର ପରୀକ୍ଷାରେ କୌଣସି ଭାରତୀୟ ମଧ୍ୟ ସାମିଲ ହୋଇ ନଥିଲେ। ତେଣୁ ବର୍ତ୍ତମାନ ସ୍ଥିତିରେ ଟିକାର ବିଶାଳ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story