ନଭେମ୍ବର ୩୦ ଯାଏ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପୂର୍ବଭଳି କଟକଣା ବଳବତ୍ତର ରଖିଛନ୍ତି। ଏହାର ଅର୍ଥ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏ ଭାରତରୁ ବିଦେଶକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ। ଆଜି ଏନେଇ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଦେଶ ମଧ୍ୟରେ ପୂର୍ବଭଳି କଟକଣା ଭତ୍ତିରେ ବିମାନ ସେବା ଜାରି ରହିବ। ଡିଜିସିଏ କହିଛି ଯେ ନଭେମ୍ବର ୩୦ ଯାଏ ସମସ୍ତ ପ୍ରକାରର […]

u

u

Hemant Lenka
  • Published: Wednesday, 28 October 2020
  • Updated: 28 October 2020, 04:54 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପୂର୍ବଭଳି କଟକଣା ବଳବତ୍ତର ରଖିଛନ୍ତି। ଏହାର ଅର୍ଥ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏ ଭାରତରୁ ବିଦେଶକୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ। ଆଜି ଏନେଇ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଦେଶ ମଧ୍ୟରେ ପୂର୍ବଭଳି କଟକଣା ଭତ୍ତିରେ ବିମାନ ସେବା ଜାରି ରହିବ।

ଡିଜିସିଏ କହିଛି ଯେ ନଭେମ୍ବର ୩୦ ଯାଏ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ବନ୍ଦେ ଭାରତ ମିଶନ ଜରିଆରେ କିଛି ବିମାନ ସରକାରଙ୍କ ଅନୁମତିକ୍ରମେ ବିଦେଶକୁ ଉଡ଼ାଣ କରିପାରିବ। ସେହିପରି ଆବଶ୍ୟକ ପଡ଼ିଲେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ।

ମାର୍ଚ୍ଚ ୨୩ରୁ ହିଁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଛି। ତେବେ ବନ୍ଦେ ଭାରତ ମିଶନ ଜରିଆରେ ମେ’ ମାସରୁ କିଛି ଦେଶକୁ ସହଯୋଗ ଭିତ୍ତିରେ ବିମାନ ଉଡ଼ାଣ ହୋଇଛି। ସେହିପରି ଭାରତ ସରକାର ଆମେରିକା, ବ୍ରିଟେନ, କେନିୟା, ଭୁଟାନ ଓ ଫ୍ରାନ୍ସ ଭଳି ୧୮ଟି ଦେଶର ସହ ଏୟାର ବବଲ୍ସ ଚୁକ୍ତି କରିଛନ୍ତି। ଏହାର ଅର୍ଥ ଦୁଇ ଦେଶ ମଧ୍ୟରେ ସହଯୋଗୀ ଭିତ୍ତିରେ ବିମାନ ସେବା ଆରମ୍ଭ କରାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story