ଆମେରିକା କମିଶନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି)ପାସ ହେବା ପରେ ଏହାକୁ ନେଇ ଆମେରିକାର ଏକ ଅନ୍ତର୍ଜାତୀୟ ଧାର୍ମିକ ଫ୍ରିଡମ କମିଶନ(ୟୁଏସସିଆଇଆରଏଫ) ଆପତ୍ତି ଉଠାଇଛି। ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଏହି ସଂସ୍ଥା ପରାମର୍ଶ ଦେଇଛି। ତେବେ ଏହି କମିଶନକୁ ଭାରତ ସରକାରଙ୍କୁ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, “ୟୁଏସସିଆଇଆରଏଫ ପକ୍ଷରୁ ଜାରି କରାଯାଇଥିବା ବୟାନ ଠିକ ନୁହେଁ କି […]

cve

cve

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 03:50 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭାରେ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌(ସିଏବି)ପାସ ହେବା ପରେ ଏହାକୁ ନେଇ ଆମେରିକାର ଏକ ଅନ୍ତର୍ଜାତୀୟ ଧାର୍ମିକ ଫ୍ରିଡମ କମିଶନ(ୟୁଏସସିଆଇଆରଏଫ) ଆପତ୍ତି ଉଠାଇଛି। ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଏହି ସଂସ୍ଥା ପରାମର୍ଶ ଦେଇଛି।

ତେବେ ଏହି କମିଶନକୁ ଭାରତ ସରକାରଙ୍କୁ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, “ୟୁଏସସିଆଇଆରଏଫ ପକ୍ଷରୁ ଜାରି କରାଯାଇଥିବା ବୟାନ ଠିକ ନୁହେଁ କି ଏଭଳି ବୟାନ ଦେବା ଜରୁରୀ ମଧ୍ୟ ନଥିଲା। ଏହି ବିଲ୍‌ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ଆସିଥିବା ସଂଖ୍ୟାଲଘୁମାନଙ୍କୁ ଭାରତର ନାଗରିକତା ଦିଆଯିବ।

ଭାରତ ସରକାର ଲୋକଙ୍କ ମାନବାଧିକାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ଏଭଳି ଫୈସଲାକୁ ସ୍ୱାଗତ କରାଯିବା ବଦଳରେ ବିରୋଧ କରିବା ନିନ୍ଦନୀୟ। ଯେଉଁ ସଂସ୍ଥାମାନେ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଛନ୍ତି, ସେମାନେ ତ ମାନବାଧିକାର କଥା ବେଶ ଭଲ ଭାବେ ଜାଣିଥିଲେ। ସେମାନେ ଅତିକମରେ ଏହାକୁ ସ୍ୱାଗତ କରିବାର ଥିଲା।

ସିଏବି କିମ୍ବା ଏନଆରସି କେବେ ହେଲେ ଭାରତୀୟଙ୍କୁ ଧର୍ମ ଆଧାରରେ ନାଗରିକତ୍ୱର ପରୀକ୍ଷା ଦେବାକୁ କହିନାହିଁ। ଏହାଦ୍ୱାରା ଭାରତରେ କୌଣସି ଧର୍ମର ଲୋକଙ୍କ କିଛି ବି ଅସୁବିଧା ହେବନାହିଁ। ଭାରତରେ ସବୁ ଧର୍ମ ଓ ବିଶ୍ୱାସକୁ ଉପଯୁକ୍ତ ସମ୍ମାନ ଦିଆଯାଏ। ନିଜ ଦେଶ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାର ଅଧିକାର ସମସ୍ତଙ୍କର ରହିଛି। ତେଣୁ ଏଥିପାଇଁ କେହି ବ୍ୟସ୍ତ ହେବାର କାରଣ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story