ଭାରତକୁ ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ: ଆଲୋଚନା ପାଇଁ ଭାରତକୁ ବାରମ୍ବାର ନିବେଦନ କରୁଥିବା ପାକିସ୍ତାନ ଆଜି ନୂଆଦିଲ୍ଲୀକୁ କଡ଼ା ଧମକ ଦେଇଛି। ଭାରତ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହ୍ୟାଙ୍ଗ ଓଭର୍‌ରୁ ବାହାରି ପାରିନାହିଁ। ଆମେ ଭାରତ ପଛରେ ଆଲୋଚନା ପାଇଁ ଗୋଡ଼ାଇ ପାରିବୁ ନାହିଁ ବୋଲି ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଛନ୍ତି। କ୍ୟୁରେସୀ ଏସ୍‌ସିଓ ସମ୍ମିଳନୀ ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, “ଭାରତ ସରକାର ଏବେ ବି ନିର୍ବାଚନ ମାହୋଲରୁ ବାହାରି ପାରୁନାହାନ୍ତି। […]

wqq

wqq

Hemant Lenka
  • Published: Friday, 14 June 2019
  • Updated: 14 June 2019, 05:42 PM IST

Sports

Latest News

ଇସ୍‌ଲାମାବାଦ: ଆଲୋଚନା ପାଇଁ ଭାରତକୁ ବାରମ୍ବାର ନିବେଦନ କରୁଥିବା ପାକିସ୍ତାନ ଆଜି ନୂଆଦିଲ୍ଲୀକୁ କଡ଼ା ଧମକ ଦେଇଛି। ଭାରତ ବର୍ତ୍ତମାନ ସୁଦ୍ଧା ନିର୍ବାଚନ ହ୍ୟାଙ୍ଗ ଓଭର୍‌ରୁ ବାହାରି ପାରିନାହିଁ। ଆମେ ଭାରତ ପଛରେ ଆଲୋଚନା ପାଇଁ ଗୋଡ଼ାଇ ପାରିବୁ ନାହିଁ ବୋଲି ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ କହିଛନ୍ତି।

କ୍ୟୁରେସୀ ଏସ୍‌ସିଓ ସମ୍ମିଳନୀ ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି, “ଭାରତ ସରକାର ଏବେ ବି ନିର୍ବାଚନ ମାହୋଲରୁ ବାହାରି ପାରୁନାହାନ୍ତି। ଭାରତ ସରକାର ଭାବୁଛନ୍ତି, ପାକିସ୍ତାନ ସହ ଆଲୋଚନା କଲେ ଏହା ସେମାନଙ୍କ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବ। ବିଜେପି ନେତୃତ୍ୱଧୀନ ସରକାର ହିନ୍ଦୁତ୍ୱବାଦକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଆଧାର କରି ସେମାନେ ନିର୍ବାଚନ ଜିତିଛନ୍ତି। ଆମେ ଏଠାରେ ମୋଦି ଓ ଇମ୍ରାନ୍‌ ଖାନ୍‌ଙ୍କ ମଧ୍ୟରେ ବୈଠକ ହେବା ଲକ୍ଷ୍ୟରେ ଆସିନାହୁଁ। ଆମେ ଆଉ ଭାରତ ପଛରେ ଆଲୋଚନା ପାଇଁ ଗୋଡ଼ାଇ ପାରିବୁ ନାହିଁ। ଯଦି ଭାରତ ଆଲୋଚନା କରିବାକୁ ଚାହୁଁଛି, ତା’ହେଲେ ଏଥିପାଇଁ ଦ୍ୱାର ଖୋଲା ରହିଛି।”

ସେ ଆହୁରି କହିଛନ୍ତି, “ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ଆକଶ ମାର୍ଗରେ ଯିବାକୁ ଆମେ ଅନୁମତି ଦେଇଥିଲୁ। ହେଲେ ଭାରତ ସରକାର ଏହାକୁ ବ୍ୟବହାର ନ କରି ଅଧିକ ଦୂରତା ବିଶିଷ୍ଟ ରାସ୍ତାରେ ଯାତାୟାତ କଲେ। ଆମେ କେବଳ ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛୁ, ପାକିସ୍ତାନ ସର୍ବଦା ଶାନ୍ତି ସ୍ଥାପନ କରିବାକୁ ଚାହେଁ। କେବଳ ପାକିସ୍ତାନରେ ନୁହେଁ ପଡ଼ୋଶୀମାନଙ୍କ ସହ ମଧ୍ୟ ପାକିସ୍ତାନ ଉତ୍ତମ ସମ୍ପର୍କ ରଖିବାକୁ ସର୍ବଦା ଆଗ୍ରହୀ ରହିଛି।”

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଯୋଗଦେଇ ଆତଙ୍କବାଦ ଓ ପାକିସ୍ତାନକୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ଆଜି କ୍ୟୁରେସୀ ଭାରତକୁ ଟାର୍ଗେଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story