ପାକିସ୍ତାନ ଖୁବ୍ ଶୀଘ୍ର ନିଜର ଆତଙ୍କବାଦ ବନ୍ଦ କରିବାକୁ ଭାରତର କଡା ଚେତାବନୀ

ଜିନିବା: ଅତି ସ୍ପଷ୍ଟ ଏବଂ କଡା ଶବ୍ଦରେ ଭାରତ ପାକିସ୍ତାନକୁ ଆତଙ୍କବାଦର ସମର୍ଥନ ବନ୍ଦ କରିବା ତଥା ଅବୈଧ ପ୍ରକ୍ରିୟାରେ କାଶ୍ମୀରର ପିଓକେ ଜବରଦଖଲ କରିଥିବା ପାକିସ୍ତାନୀଙ୍କୁ ଖାଲି କରିବା ପାଇଁ କହିଛି। ଏହାସହିତ ବେଲୁଚିସ୍ତାନ, ପଖତୁନଖା ଏବଂ ସିନ୍ଧରେ ମାନବ ଅଧିକାର ଉଲ୍ଲଙ୍ଘନ ତଥା ଅଳ୍ପ ସଂଖ୍ୟାଲଘୁ ହିନ୍ଦୁ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ବିଚାର କରିବ ବୋଲି ଭାରତ କଡା ଶବ୍ଦରେ ଉତ୍ତର ଦେଇଛି। ସୀମା ଉପରେ ପାକିସ୍ତାନର ଆତଙ୍କ କାରଣରୁ ହିଁ କାଶ୍ମୀରରେ […]

uri-attack

uri-attack

Rakesh Mallick
  • Published: Tuesday, 20 September 2016
  • Updated: 04 May 2017, 03:44 PM IST

Sports

Latest News

ଜିନିବା: ଅତି ସ୍ପଷ୍ଟ ଏବଂ କଡା ଶବ୍ଦରେ ଭାରତ ପାକିସ୍ତାନକୁ ଆତଙ୍କବାଦର ସମର୍ଥନ ବନ୍ଦ କରିବା ତଥା ଅବୈଧ ପ୍ରକ୍ରିୟାରେ କାଶ୍ମୀରର ପିଓକେ ଜବରଦଖଲ କରିଥିବା ପାକିସ୍ତାନୀଙ୍କୁ ଖାଲି କରିବା ପାଇଁ କହିଛି। ଏହାସହିତ ବେଲୁଚିସ୍ତାନ, ପଖତୁନଖା ଏବଂ ସିନ୍ଧରେ ମାନବ ଅଧିକାର ଉଲ୍ଲଙ୍ଘନ ତଥା ଅଳ୍ପ ସଂଖ୍ୟାଲଘୁ ହିନ୍ଦୁ ଉପରେ ହେଉଥିବା ଅତ୍ୟାଚାର ସଂପର୍କରେ ବିଚାର କରିବ ବୋଲି ଭାରତ କଡା ଶବ୍ଦରେ ଉତ୍ତର ଦେଇଛି। ସୀମା ଉପରେ ପାକିସ୍ତାନର ଆତଙ୍କ କାରଣରୁ ହିଁ କାଶ୍ମୀରରେ ଅଶାନ୍ତି ସୃଷ୍ଟିର ମୁଖ୍ୟ କାରଣ ବୋଲି ଭାରତ କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos