ଗିଲଗିଟ-ବାଲଟିସ୍ତାନରେ ନିର୍ବାଚନ କରିବ ପାକିସ୍ତାନ, ଭାରତର ବିରୋଧ

ନୂଆଦିଲ୍ଲୀ: ପାକିସ୍ତାନ ଦଖଲରେ ଥିବା ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ଇସଲାମାବାଦ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ତେବେ ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଭାରତ ଜାତିସଂଘକୁ ମଧ୍ୟ ଅବଗତ କରାଇଛି। ପାକିସ୍ତାନ ଏହି ଅଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ବେଳେ ବେଆଇନ କାର୍ଯ୍ୟକଳାପ ଜାରି ରଖିଛି। ପାକିସ୍ତାନକୁ ଏହି ଅଞ୍ଚଳର ଲୋକ ବିରୋଧ କରୁଛନ୍ତି। ତଥାପି ପାକିସ୍ତାନ ସ୍ଥାନୀୟ ଲୋକଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ପାଇଁ ନିର୍ବାଚନ ଭେଳିକି ଦେଖାଉଥିବା ଭାରତ ପକ୍ଷରୁ କୁହାଯାଇଛି। […]

de

de

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 06:38 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ଦଖଲରେ ଥିବା ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ଇସଲାମାବାଦ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ତେବେ ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଭାରତ ଜାତିସଂଘକୁ ମଧ୍ୟ ଅବଗତ କରାଇଛି। ପାକିସ୍ତାନ ଏହି ଅଞ୍ଚଳରେ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ବେଳେ ବେଆଇନ କାର୍ଯ୍ୟକଳାପ ଜାରି ରଖିଛି।

ପାକିସ୍ତାନକୁ ଏହି ଅଞ୍ଚଳର ଲୋକ ବିରୋଧ କରୁଛନ୍ତି। ତଥାପି ପାକିସ୍ତାନ ସ୍ଥାନୀୟ ଲୋକଙ୍କ ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ପାଇଁ ନିର୍ବାଚନ ଭେଳିକି ଦେଖାଉଥିବା ଭାରତ ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ଏହି ଅଞ୍ଚଳରେ ନଭେମ୍ବର ୧୫ରେ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ।

ଭାରତର କହିବା କଥା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ସଂପୂର୍ଣ୍ଣ ଭାବେ ନୂଆଦିଲ୍ଲୀର। ଏହା ମଧ୍ୟରେ ଗିଲଗିଟ-ବାଲଟିସ୍ତାନ ମଧ୍ୟ ରହିଛି। ୧୯୪୭ ବିଭାଜନ ପରେ ମଧ୍ୟ ଏହି ଅଞ୍ଚଳ ଭାରତର ରହିଥିଲା। ତେଣୁ ଗିଲଗିଟ ବାଲଟିସ୍ତାନ ଭାରତର ଆଭ୍ୟନ୍ତରୀଣ ଅଞ୍ଚଳ। ଏଥିପାଇଁ ଭାରତ ସରକାର ଏଠାରେ ପାକିସ୍ତାନ ନିର୍ବାଚନ ତାରିଖ ଘୋଷଣା କରୁଥିବାରୁ ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story