ଜମ୍ମୁ-କଶ୍ମୀରକୁ ଭାରତର ନୁହେଁ ବୋଲି ଦର୍ଶାଇଲା ସାଉଦି

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡକୁ ଅଧା ପନ୍ତରିଆ ଭାବେ ଦର୍ଶାଇ ବିବାଦରେ ଫସିଛି ସାଉଦି ଆରବ। ୨୦ ଟଙ୍କିଆ ରିୟାଲ ବ୍ୟାଙ୍କ ନୋଟ୍‌ରେ ସାରା ବିଶ୍ୱର ମାନଚିତ୍ର ଦେଇଛି ସାଉଦି। ହେଲେ ଏହି ମାନଚିତ୍ରରୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ-କଶ୍ମୀର ଓ ଲଦାଖକୁ ନୂଆଦିଲ୍ଲୀର ନୁହେଁ ବୋଲି ଦର୍ଶାଯାଇଛି। ଯାହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜି-୨୦ ଦେଶର ସମ୍ମିଳନୀର ଅଧ୍ୟକ୍ଷତା ସାଉଦି ଆରବ କରିବ। ଏଥିପାଇଁ ଅକ୍ଟୋବର ୨୪ରେ ଦେଶ ମନିଟାରୀ ଅଥୋରିଟି ୨୦ […]

h

h

Hemant Lenka
  • Published: Thursday, 29 October 2020
  • Updated: 29 October 2020, 08:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡକୁ ଅଧା ପନ୍ତରିଆ ଭାବେ ଦର୍ଶାଇ ବିବାଦରେ ଫସିଛି ସାଉଦି ଆରବ। ୨୦ ଟଙ୍କିଆ ରିୟାଲ ବ୍ୟାଙ୍କ ନୋଟ୍‌ରେ ସାରା ବିଶ୍ୱର ମାନଚିତ୍ର ଦେଇଛି ସାଉଦି। ହେଲେ ଏହି ମାନଚିତ୍ରରୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ-କଶ୍ମୀର ଓ ଲଦାଖକୁ ନୂଆଦିଲ୍ଲୀର ନୁହେଁ ବୋଲି ଦର୍ଶାଯାଇଛି। ଯାହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଜି-୨୦ ଦେଶର ସମ୍ମିଳନୀର ଅଧ୍ୟକ୍ଷତା ସାଉଦି ଆରବ କରିବ। ଏଥିପାଇଁ ଅକ୍ଟୋବର ୨୪ରେ ଦେଶ ମନିଟାରୀ ଅଥୋରିଟି ୨୦ ରିୟାଲ ବ୍ୟାଙ୍କନୋଟ୍‌ ଜାରି କରିଥିଲା। ଏହି ନୋଟ୍‌ରେ ରାଜା ସଲମାନ ଓ ଜି-୨୦ ସାଉଦି ସମ୍ମିଳନୀର ଲୋଗ ରହିଛି। ସେହିପରି ଏଥିରେ ପୂରା ବିଶ୍ୱମ୍ୟାପ୍‌ ରହିଛି ଓ ଜି-୨୦ ଦେଶକୁ ସ୍ୱତନ୍ତ୍ର ମାର୍କ ଜରିଆରେ ଦର୍ଶାଯାଇଛି। ତେବେ ଏହି ମ୍ୟାପ୍‌ରେ ସଂପୂର୍ଣ୍ଣ ଜମ୍ମୁ-କଶ୍ମୀର( ପିଓକେକୁ ମିଶାଇ)କୁ ଏକ ସ୍ୱତନ୍ତ୍ର ଅଞ୍ଚଳ ଭାବେ ଚିତ୍ରିତ କରାଯାଇଛି। ପାକିସ୍ତାନ ଅଧୀନରେ ଥିବା ଗିଲଗିଟ-ବାଲଟିସ୍ତାନକୁ ମଧ୍ୟ ସାଉଦି ପାକିସ୍ତାନର ନୁହେଁ ବୋଲି ଏଥିରେ ଦର୍ଶାଇଛି।

ଭାରତୀୟ ମ୍ୟାପ୍‌ରୁ ଜମ୍ମୁ-କଶ୍ମୀରକୁ ବାଦ୍‌ ଦିଆଯାଇଥିବାରୁ ନୂଆଦିଲ୍ଲୀ ଏହାକୁ ତୀବ୍ର ନିନ୍ଦା କରିଛି। ଭାରତ ପକ୍ଷରୁ ଦିଲ୍ଲୀରେ ଅବସ୍ଥାପିତ ସାଉଦି ରାଷ୍ଟ୍ରଦୂତ ଓ ରିୟାଦରେ ଥିବା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପ୍ରତିବାଦ କରାଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ଭାରତ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ସାଉଦି ସର୍ବଦା ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ତ୍ୱକୁ ସମ୍ମାନ ଜଣାଉ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ଭାରତ ଜି-୨୦ର ସଦସ୍ୟ ରହିଥିବା ବେଳେ ପାକିସ୍ତାନ ଏଥିରେ ନାହିଁ। ନଭେମ୍ବର ୨୧-୨୨ରେ ସାଉଦି ଜି-୨୦ ସମ୍ମିଳନୀର ଆୟୋଜନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story