ଦିଲ୍ଲୀ ହିଂସା ଉପରେ ଟ୍ୱିଟ ପାଇଁ ଇରାନ ରାଷ୍ଟ୍ରଦୂତଙ୍କୁ ସମନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସା ଉପରେ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାଫ୍ରି ଟ୍ୱିଟ କରିଛନ୍ତି। ଭାରତ ସରକାର ଯୋଜନାବଦ୍ଧ ହିଂସାକୁ ରୋକିବା ଦରକାର ବୋଲି ଜାଫ୍ରି କରିଥିବା ଟ୍ୱିଟକୁ ଭାରତ ସରକାର ବିରୋଧ କରିଛନ୍ତି। ଏଥିପାଇଁ ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଲୀ ଚେଜେନିଙ୍କୁ ସମନ କରିଛନ୍ତି। ସେ ଆସିବା ପରେ ସରକାର ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ଇରାନର ନାହିଁ ବୋଲି […]

n

n

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 04:43 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ହିଂସା ଉପରେ ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜାଫ୍ରି ଟ୍ୱିଟ କରିଛନ୍ତି। ଭାରତ ସରକାର ଯୋଜନାବଦ୍ଧ ହିଂସାକୁ ରୋକିବା ଦରକାର ବୋଲି ଜାଫ୍ରି କରିଥିବା ଟ୍ୱିଟକୁ ଭାରତ ସରକାର ବିରୋଧ କରିଛନ୍ତି।

ଏଥିପାଇଁ ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଅଲୀ ଚେଜେନିଙ୍କୁ ସମନ କରିଛନ୍ତି। ସେ ଆସିବା ପରେ ସରକାର ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ଅଧିକାର ଇରାନର ନାହିଁ ବୋଲି ତାଙ୍କୁ କହିଛନ୍ତି।

ସୋମବାର ଜାଫ୍ରି ଟ୍ୱିଟ କରି କହିଥିଲେ ଯେ “ହିଂସାକୁ ଏଭଳି ପ୍ରୋତ୍ସାହନ ଦେବା କାର୍ଯ୍ୟକୁ ପ୍ରଶାସନ ବନ୍ଦ କରୁ। ଭାରତୀୟ ମୁସଲିମଙ୍କ ବିରୋଧରେ କରାଯାଇଥିବା ଏଭଳି ଯୋଜନାବଦ୍ଧ ଆକ୍ରମଣକୁ ଇରାନ ସରକାର ନିନ୍ଦା କରୁଛନ୍ତି। ଦୀର୍ଘ ଶତାବ୍ଦୀ ଧରି ଇରାନ ଓ ଭାରତ ବନ୍ଧୁ ହୋଇ ରହିଛନ୍ତି। ତେଣୁ ସମସ୍ତ ଭାରତୀୟଙ୍କୁ କେଉଁଭଳି ଉପଯୁକ୍ତ ନ୍ୟାୟ ମିଳିପାଳିବ, ତା’ର ବ୍ୟବସ୍ଥା ପ୍ରଶାସନ କରୁ ବୋଲି ଇରାନ ସରକାର ନିବେଦନ କରୁଛନ୍ତି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story