ଚାଇନା ସହ ତୁଟୁନି ତିକ୍ତତା, ସୀମାକୁ ଆଉ ୩୫ ହଜାର ଯବାନ ପଠାଇବ ଭାରତ

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ଥମିବାର ନାଁ ଧରୁନାହିଁ। ଚାଇନା କଥା ଦେଇ ବାରମ୍ବାର ଧୋକା ଦେଉଥିବାରୁ ଏବେ ଭାରତ ସରକାର ଏହାର କାଉଣ୍ଟର କରିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। ଚାଇନା ଆଗକୁ ଭାରତ ସହ ତିକ୍ତତା ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ନୂଆ ଦିଲ୍ଲୀ ପକ୍ଷରୁ ଅତିରିକ୍ତ ୩୫ ହଜାର ଯବାନଙ୍କୁ ଏଲଏସି ନିକଟକୁ ପଠାଯିବ। ପୂର୍ବରୁ ମଧ୍ୟ ଅତିରିକ୍ତ ୨୦ ହଜାର ଯବାନ ସୀମାକୁ ପଠାଯାଇଥିଲା। ଜଣେ […]

dra

dra

Hemant Lenka
  • Published: Thursday, 30 July 2020
  • Updated: 30 July 2020, 03:32 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ସୀମା ବିବାଦ ଥମିବାର ନାଁ ଧରୁନାହିଁ। ଚାଇନା କଥା ଦେଇ ବାରମ୍ବାର ଧୋକା ଦେଉଥିବାରୁ ଏବେ ଭାରତ ସରକାର ଏହାର କାଉଣ୍ଟର କରିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି। ଚାଇନା ଆଗକୁ ଭାରତ ସହ ତିକ୍ତତା ସୃଷ୍ଟି କରିବାର ଆଶଙ୍କା ରହିଛି।

ତେଣୁ ନୂଆ ଦିଲ୍ଲୀ ପକ୍ଷରୁ ଅତିରିକ୍ତ ୩୫ ହଜାର ଯବାନଙ୍କୁ ଏଲଏସି ନିକଟକୁ ପଠାଯିବ। ପୂର୍ବରୁ ମଧ୍ୟ ଅତିରିକ୍ତ ୨୦ ହଜାର ଯବାନ ସୀମାକୁ ପଠାଯାଇଥିଲା।

ଜଣେ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, ଚାଇନା ସହ ଭାରତ ୩୪୮୮ କିମି ସୀମା ଶେୟାର କରୁଛି। ଏସବୁ ଅଞ୍ଚଳରେ ଆଉ ୩୫ ହଜାର ଅତିରିକ୍ତ ଯବାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ଜୁନ୍ ୧୫ ଗଲୱାନ ଘାଟି ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଥିଲେ। ଏହାପରଠାରୁ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।

ଚାଇନା ମଧ୍ୟ ସୀମାରେ ଅଧିକ ଯବାନଙ୍କ ସହ ଯୁଦ୍ଧାସ୍ତ୍ର ଖଚିତ କରିଛି। ତେଣୁ ଆଗକୁ କାଳେ କୌଣସି ବିବାଦ ସୃଷ୍ଟି ହେବ, ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ସୀମାରେ ଅଧିକ ୩୫ ହଜାର ଯବାନ ମୁତୟନ କରିବ।

ଗଲୱାନ ଘାଟି ସଂଘର୍ଷ ପରେ ଦୁଇ ଦେଶ ବିବାଦର ସାମାଧାନ ପାଇଁ ଆଲୋଚନା କରିଛନ୍ତି। ହେଲେ ଚାଇନା ପଛକୁ ହଟିବାକୁ ନାରାଜ। ତେଣୁ ବିବାଦର ପୂର୍ଣ୍ଣ ସମାଧାନ ନ ହେବା ଯାଏ ଦୁଇ ଦେଶ ମଧ୍ୟରେ ଏମିତି ଛକାପଞ୍ଝା ଲାଗି ରହିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷ କରି ଲଦାଖ ସୀମାରେ ଆଗକୁ ତିକ୍ତତା ବଢ଼ିବାର ଆଶଙ୍କା ଥିବା ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story