ଡିସେମ୍ବର ଶେଷ ସୁଦ୍ଧା ଭାରତ ପାଖରେ ୨୦୦ରୁ ୩୦୦ ମିଲିୟନ କରୋନା ଟିକାର ଡୋଜ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଟିକା କେବେ ଉପଲବ୍ଧ ହେବ, ତା’କୁ ନେଇ ଚାଲିଥିବା ପ୍ରଶ୍ନ ଉପରେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି। ଡିସେମ୍ବର ଶେଷ ସୁଦ୍ଧା ଭାରତ ପାଖରେ ୨୦୦ରୁ ୩୦୦ ମିଲିୟନର କରୋନା ଟିକାର ଡୋଜ୍‌ ମହଜୁଦ ହୋଇ ରହିଥିବ। ସେହିପରି ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଟିକା ଗୁଡ଼ିକ ବ୍ୟବହାର ପାଇଁ ଉପଲବ୍ଧ ହୋଇଯିବ ବୋଲି ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ସୁରେଶ ଯାଦବ ସୂଚନା […]

dd

dd

Hemant Lenka
  • Published: Saturday, 17 October 2020
  • Updated: 17 October 2020, 06:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଟିକା କେବେ ଉପଲବ୍ଧ ହେବ, ତା’କୁ ନେଇ ଚାଲିଥିବା ପ୍ରଶ୍ନ ଉପରେ ଆଜି ଏକ ଭଲ ଖବର ସାମ୍ନାକୁ ଆସିଛି। ଡିସେମ୍ବର ଶେଷ ସୁଦ୍ଧା ଭାରତ ପାଖରେ ୨୦୦ରୁ ୩୦୦ ମିଲିୟନର କରୋନା ଟିକାର ଡୋଜ୍‌ ମହଜୁଦ ହୋଇ ରହିଥିବ। ସେହିପରି ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଟିକା ଗୁଡ଼ିକ ବ୍ୟବହାର ପାଇଁ ଉପଲବ୍ଧ ହୋଇଯିବ ବୋଲି ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ସୁରେଶ ଯାଦବ ସୂଚନା ଦେଇଛନ୍ତି।

ଡା. ଯାଦବ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ୨୦୦ରୁ ୩୦୦ ମିଲିୟନ କରୋନା ଟିକାର ଡୋଜ୍‌ ଭାରତ ପାଖରେ ପ୍ରସ୍ତୁତ ହୋଇ ରହିଥିବ। ଏହାର ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା କ୍ଷଣି ଲୋକଙ୍କୁ ଏହା ଦିଆଯିବ। ସେହିପରି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କରୋନାକୁ ମୁକାବିଲା କରିବା ପାଇଁ ୫ଟି ପ୍ରଡକ୍ଟ ଉପରେ କାର୍ଯ୍ୟ କରାଯାଉଛି ବୋଲି ସେ କହିଛନ୍ତି।

ଏଚ୍‌ଇଏଏଲ ଫାଉଣ୍ଡେସନର ପ୍ରତିଷ୍ଠାତା ଡା ସ୍ୱଦୀପ ଶ୍ରୀବାସ୍ତବଙ୍କ ପ୍ରଶ୍ନର ଉତ୍ତର ଦେଇ ଡା. ଯାଦବ କହିଛନ୍ତି, କିଛି ସମୟ ପାଇଁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦନ ହେବାକୁ ଥିବା କରୋନା ଟିକା ପରୀକ୍ଷା ସ୍ଥଗିତ ରହିଥିଲା। ପ୍ରାୟ ୩ ସପ୍ତାହ ଧରି ବିଭିନ୍ନ ରେଗୁଲେଟର ଏଜେନ୍ସିକୁ ତଥ୍ୟ ପ୍ରଦାନ କରାଯିବା ପରେ ପୁଣି ପରୀକ୍ଷା ଆରମ୍ଭ କରାଯାଇଛି। ଏବେ କରୋନା ଟିକାର ଫେଜ୍‌ ୩ ଟ୍ରାଏଲ ଆରମ୍ଭ ହୋଇଛି। ଡିସେମ୍ବର ଶେଷ ସୁଦ୍ଧା ଡିସିଜିଆଇକୁ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ।

ଯଦି ତଥ୍ୟ ପାଇବା ପରେ ଡିସିଜିଆଇ ସନ୍ତୁଷ୍ଟ ହୁଏ, ତା’ହେଲେ ଜରୁରୀ କାଳୀନ ବ୍ୟବହାର ପାଇଁ ମାସକ ମଧ୍ୟରେ ଲାଇସେନ୍ସ ପ୍ରଦାନ କରିବେ। ସେହିପରି ମାର୍କେଟ ଅଥୋରାଇଜେସନ ପାଇଁ ମଧ୍ୟ ଡିସିଜିଆଇ ଚାହିଁଲେ ଅନୁମତି ଦେଇପାରିବେ। ଏହାପରେ ସେରମ ଅନୁଷ୍ଠାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖକୁ ଯାଇ ପ୍ରିକ୍ୱାଲିଫିକେସନ ପାଇଁ ଆବେଦନ କରିବ।

ପ୍ରି- କ୍ୱାଲିଫିକେସନ ପରେ ଗାଭି ଭଳି ଅନ୍ତର୍ଜାତୀୟ ସଂଗଠନ ଏହାକୁ କିଣିବେ। ସେରମ ଇନଷ୍ଟିଚ୍ୟୁଟ ଏବେ ଗୋଟିଏ ସମୟରେ ଡିସିଜିଆଇ ଓ ହୁ’କୁ ତଥ୍ୟ ଦେଇ ଅନୁମତି ଆଣିବା ପାଇଁ ପ୍ରୟାସ କରାଯିବ। ଏହା ଦ୍ୱାରା ସମୟ ଅପଚୟ ହେବନାହିଁ। ୨୦୨୧ର ପ୍ରଥମ ଭାଗ ସୁଦ୍ଧା ଏହା ଶେଷ ହୋଇଯିବ। ଏହାପରେ ସମସ୍ତଙ୍କ ପାଇଁ କରୋନା ଟିକା ଉପଲବ୍ଧ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story