ଚାଇନା-ପାକିସ୍ତାନ ସହ ମିଶି ସାମରିକ ଯୁଦ୍ଧାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ: ଚାଇନା ଓ ପାକିସ୍ତାନ ସହ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରୁଷରେ ଆରମ୍ଭ ହେବାକୁ ଥିବା ମିଳିତ ସାମାରିକ ଅଭ୍ୟାସରେ ଭାରତ ମଧ୍ୟ ସାମିଲ ହେବ। ତେବେ ଭାରତ ସହ ଚାଇନା ଓ ପାକିସ୍ତାନ ମଧ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତ ଉଭୟ ପାକିସ୍ତାନ ଓ ଚାଇନା ଯବାନଙ୍କ ସହ ମିଶି, ତା’ର ସାମରିକ କଳା ପ୍ରଦର୍ଶନ କରିବ। ଆସନ୍ତାମାସରେ ହିଁ ଏହି ମିଳିତ ସମରାଭ୍ୟାସ ରୁଷରେ […]

da

da

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 03:48 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ଓ ପାକିସ୍ତାନ ସହ ସୀମା ବିବାଦ ଚାଲିଥିବା ବେଳେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରୁଷରେ ଆରମ୍ଭ ହେବାକୁ ଥିବା ମିଳିତ ସାମାରିକ ଅଭ୍ୟାସରେ ଭାରତ ମଧ୍ୟ ସାମିଲ ହେବ। ତେବେ ଭାରତ ସହ ଚାଇନା ଓ ପାକିସ୍ତାନ ମଧ୍ୟରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତ ଉଭୟ ପାକିସ୍ତାନ ଓ ଚାଇନା ଯବାନଙ୍କ ସହ ମିଶି, ତା’ର ସାମରିକ କଳା ପ୍ରଦର୍ଶନ କରିବ।

ଆସନ୍ତାମାସରେ ହିଁ ଏହି ମିଳିତ ସମରାଭ୍ୟାସ ରୁଷରେ ଆୟୋଜନ ହେବ। ଏହି ମିଳିତ ସମରାଭ୍ୟାସରେ ୩ ସେନାର ୨୦୦ ଅଫିସର ଓ ଯବାନ ସାମିଲ ହେବେ। ସେପ୍ଟେମ୍ବର ୧୫ରୁ ୨୦ ଯାଏ Kavkaz 2020 ନାଁରେ ଏହି ସମରାଭ୍ୟାସ ହେବ।

ଭାରତ-ଚାଇନା ଓ ପାକିସ୍ତାନ ବ୍ୟତୀତ ମୋଟ ୧୮ଟି ଦେଶ ରୁଷ ତରଫରୁ ଆୟୋଜିତ ଡ୍ରିଲରେ ଭାଗ ନେବେ। ରୁଷ ଏହାକୁ ଆୟୋଜନ କରୁଥିବାରୁ ଭାରତ ଏଥିରେ ଯୋଗଦେବାକୁ ସହମତି ପ୍ରକାଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story