ନୂଆ କରି ଖୋଲିଥିବା ମଦ ଦୋକାନ ଉପରେ ଗ୍ରେନେଡ ମାଡ଼: ଜଣଙ୍କ ଜୀବନ ଗଲା, ୪ ଗୁରୁତର

ବାରମୁଲ୍ଲା: ଛଦ୍ମବେଶରେ ଗ୍ରାହକ ସାଜି ନୂଆ କରି ଖୋଲିଥିବା ଗୋଟିଏ ମଦ ଦୋକାନ ଉପରେ ଗ୍ରେନେଡ ମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଅନ୍ତର୍ଗତ ଦେୱାନ ବାଗରେ ଏହି ଘଟଣା ଆଜି ସନ୍ଧ୍ୟାରେ ଘଟିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ମଦ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ଜଣେ ଆତଙ୍କବାଦୀ ମଦ କିଣିବା […]

alchol

alchol

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 10:01 PM IST

Sports

Latest News

ବାରମୁଲ୍ଲା: ଛଦ୍ମବେଶରେ ଗ୍ରାହକ ସାଜି ନୂଆ କରି ଖୋଲିଥିବା ଗୋଟିଏ ମଦ ଦୋକାନ ଉପରେ ଗ୍ରେନେଡ ମାଡ଼ କରିଛନ୍ତି ଆତଙ୍କବାଦୀ। ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଅନ୍ତର୍ଗତ ଦେୱାନ ବାଗରେ ଏହି ଘଟଣା ଆଜି ସନ୍ଧ୍ୟାରେ ଘଟିଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ମଦ ଦୋକାନରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ଜଣେ ଆତଙ୍କବାଦୀ ମଦ କିଣିବା ଆଳରେ ଦୋକାନ ନିକଟରେ ପହଞ୍ଚିଥିଲା। ହଠାତ କେହି କିଛି ବୁଝିବା ଆଗରୁ ଆତଙ୍କୀ ଜଣକ ଦୋକାନ ଭିତରକୁ ଲକ୍ଷ୍ୟ କରି ଗ୍ରେନେଡ ମାଡ଼ କରିଥିଲା। ଫଳରେ ଏହା ଭିତରେ ଥିବା ୫ ଜଣ ଗ୍ରେନେଡ ବିସ୍ଫୋରକ ଯୋଗୁ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍‌ ମଧ୍ୟ ଗ୍ରେନେଡ ମାଡ଼ ଘଟଣାକୁ ନିଶ୍ଚିତ କରିଛି। ଏଥିସହ ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। କିନ୍ତୁ ଏଯାଏ ଫେରାର ଆତଙ୍କବାଦୀର କୌଣସି ପତ୍ତା ମିଳିନାହିଁ।

ଜମ୍ମୁ-କଶ୍ମୀର କୌଣସି ମଦ ଦୋକାନ ଉପରେ ଏପରି ହମଲା ହେବା ପ୍ରଥମ ଘଟଣା। ପୂର୍ବରୁ ବାହାର ରାଜ୍ୟରୁ ଆସି ଦୋକାନ କରିଥିବା ଲୋକଙ୍କୁ ଟାର୍ଗେଟ କରାଯାଉଥିଲା। ଏହା ପଛରେ ସେଭଳି କୌଣସି କାରଣ ରହିଛି କି ନାହିଁ, ସେକଥା ଜଣାପଡ଼ିନି। କାରଣ ମଦ ଦୋକାନର ମାଲିକାନା କାହା ନାଁରେ ରହିଛି, ସେ ବିଷୟରେ ପୁଲିସ୍‌ କିଛି ବି କହିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story