ବାଣ କାରଖାନାରେ ଲାଗିଲା ନିଆଁ, ଗଲାଣି ୧୧ ଜଣଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁର ବିରୁଦ୍ଧୁନଗରରେ ଥିବା ଗୋଟିଏ ବାଣ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ କହିଛି ଯେ ସାଥୁର ନିକଟ ଅଚନଗୁଲାମ ଅଞ୍ଚଳରେ ଏହି ଘରୋଇ ବାଣ ତିଆରି କାରଖାନାଟି ରହିଥିଲା। କେଉଁ କାରଣରୁ ନିଆଁ ଲାଗି ସେକଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାଣ ତିଆରି କରିବା […]

Fire

Fire

Hemant Lenka
  • Published: Friday, 12 February 2021
  • Updated: 12 February 2021, 04:20 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର ବିରୁଦ୍ଧୁନଗରରେ ଥିବା ଗୋଟିଏ ବାଣ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ କହିଛି ଯେ ସାଥୁର ନିକଟ ଅଚନଗୁଲାମ ଅଞ୍ଚଳରେ ଏହି ଘରୋଇ ବାଣ ତିଆରି କାରଖାନାଟି ରହିଥିଲା। କେଉଁ କାରଣରୁ ନିଆଁ ଲାଗି ସେକଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାଣ ତିଆରି କରିବା ପାଇଁ କାରଖାନାରେ କିଛି କେମିକାଲ ମିଶ୍ରଣ କରାଯାଉଥିବା ବେଳେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

ନିଆଁ ଲାଗିବା ଖବର ମିଳିବା ପରେ ଏକାଧିକ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ସାମାନ୍ୟ ଆୟତ୍ତ ହୋଇପାରିଛି। ଏବେ ବି ଦମକଳ ବାହିନୀ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରୁଛନ୍ତି। ସେହିପରି ପୁଲିସ୍‌ ମଧ୍ୟ ଅଗ୍ନିକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story