୧୨ ନର୍ସିଂ ଶିକ୍ଷାର୍ଥୀଙ୍କୁ କରୋନା, ୧୧ ଜଣ ନେଇଥିଲେ ଟିକାର ଡବଲ ଡୋଜ୍‌

ବେଙ୍ଗାଲୁରୁ: ଏବେ ମହାମାରୀ କରୋନା ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ବିଶେଷ କରି କର୍ଣ୍ଣାଟକାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ଣ୍ଣାଟକାର ଧରୱାଡରେ ଥିବା ଗୋଟିଏ ମେଡିକାଲ କଲେଜରୁ ୧୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ମାରାସୁରରେ ଥିବେ ସ୍ପୁର୍ଥୀ କଲେଜରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ୧୨ ଜଣ ନିର୍ସିଂ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୧୧ ଜଣ କରୋନା ଟିକାର […]

corona

corona

Hemant Lenka
  • Published: Friday, 26 November 2021
  • Updated: 26 November 2021, 06:55 PM IST

ବେଙ୍ଗାଲୁରୁ: ଏବେ ମହାମାରୀ କରୋନା ପୁଣିଥରେ ମୁଣ୍ଡ ଟେକିବା ଆରମ୍ଭ କରିଛି। ବିଶେଷ କରି କର୍ଣ୍ଣାଟକାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ଣ୍ଣାଟକାର ଧରୱାଡରେ ଥିବା ଗୋଟିଏ ମେଡିକାଲ କଲେଜରୁ ୧୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ମାରାସୁରରେ ଥିବେ ସ୍ପୁର୍ଥୀ କଲେଜରେ ସମାନ ସ୍ଥିତି ଦେଖିବାକୁ ମିଳିଛି।

ଏଠାରେ ୧୨ ଜଣ ନିର୍ସିଂ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ ୧୧ ଜଣ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡ଼ି ଦେଲେ ଆଉ ସମସ୍ତଙ୍କ ଶରୀରରେ କରୋନାର ଲକ୍ଷଣ ସବୁ ଦେଖିବାକୁ ମିଳିଛି।

ଆଜି ଆକ୍ରାନ୍ତ ହୋଇଥିବା ସମସ୍ତ ଶିକ୍ଷାର୍ଥୀ ବିଏସ୍‌ସିର ପ୍ରଥମବର୍ଷର ପଢ଼ୁଛନ୍ତି। ଜୁନ୍‌ ମାସରେ ୧୨ ଜଣଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ସେ ଟିକା ନେଇ ନଥିଲେ। କିନ୍ତୁ ଅନ୍ୟମାନେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ। ଏହି କଲେଜ ପକ୍ଷରୁ ପ୍ରତି ୧୫ ଦିନରେ ଥରେ ସମସ୍ତ ପିଲା ଓ କର୍ତ୍ତୃପକ୍ଷଙ୍କ କରୋନା ଟେଷ୍ଟ କରାଯାଇ ଥାଏ। ଏହିକ୍ରମରେ ଏଥର ଟେଷ୍ଟ କରାଯାଉଥିବା ବେଳେ ୧୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

ଏବେ ସେମାନଙ୍କର ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ସେହିପରି ପୁଣିଥରେ ସମସ୍ତ କର୍ତ୍ତୃପକ୍ଷ ଓ ପିଲାମାନଙ୍କର ଟେଷ୍ଟ କରାଯିବ ବୋଲି କଲେଜ ପ୍ରଶାସନ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ସମସ୍ତଙ୍କ ମନରେ ଛନକା ସୃଷ୍ଟି କରିଛି। ବିଭିନ୍ନ ଦେଶରେ କରୋନାର B.1.1.529 ଭାରିଏଣ୍ଟ ଠାବ ହେବା ପରେ ଟେଷ୍ଟିଂ ଓ ସ୍କ୍ରିନିଂକୁ ଅଧିକ ଜୋରଦାର କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି। ନୂଆ ଭାରିଏଣ୍ଟର ଛନକା ଭିତରେ କର୍ଣ୍ଣାଟକାରେ ସଂକ୍ରମଣ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story