କେରଳରେ ଲ୍ୟାଣ୍ଡ କଲା ଶ୍ରୀଲଙ୍କା ଯାଉଥିବା ୧୨୦ରୁ ଅଧିକ ବିମାନ, ମାଳଦ୍ୱୀପରେ ବି ବିକ୍ଷୋଭ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ମାଳଦ୍ୱୀପ ଫେରାର ହୋଇଗଲା ପରା ରାନିଲ ବିକ୍ରମସିଂଘେ ଦେଶର କାମଚଳା ରାଷ୍ଟ୍ରପତି ହୋଇଛନ୍ତି। ଏଥିସହ ସେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିବା ସହ ସୁରକ୍ଷାକର୍ମୀମାନଙ୍କୁ ସ୍ଥିତି ନିୟନ୍ତ୍ରଣ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସେନା ଓ ପୁଲିସ ଶ୍ରୀଲଙ୍କାରେ ଚାଲିଥିବା ବିକ୍ଷୋଭକୁ ଦମନ କରିବାରେ ଲାଗିଛନ୍ତି। ସେହିପରି ରାଷ୍ଟ୍ରପତି ରାଜପକ୍ଷ ମାଳଦ୍ୱୀପରେ ଥିବା ଜଣାପଡ଼ିବା ପରେ ସେଠାରେ ବିକ୍ଷୋଭ ଆରମ୍ଭ ହୋଇଛି। […]

airport

airport

Hemant Lenka
  • Published: Wednesday, 13 July 2022
  • Updated: 13 July 2022, 06:44 PM IST

Sports

Latest News

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ମାଳଦ୍ୱୀପ ଫେରାର ହୋଇଗଲା ପରା ରାନିଲ ବିକ୍ରମସିଂଘେ ଦେଶର କାମଚଳା ରାଷ୍ଟ୍ରପତି ହୋଇଛନ୍ତି। ଏଥିସହ ସେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିବା ସହ ସୁରକ୍ଷାକର୍ମୀମାନଙ୍କୁ ସ୍ଥିତି ନିୟନ୍ତ୍ରଣ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏବେ ସେନା ଓ ପୁଲିସ ଶ୍ରୀଲଙ୍କାରେ ଚାଲିଥିବା ବିକ୍ଷୋଭକୁ ଦମନ କରିବାରେ ଲାଗିଛନ୍ତି। ସେହିପରି ରାଷ୍ଟ୍ରପତି ରାଜପକ୍ଷ ମାଳଦ୍ୱୀପରେ ଥିବା ଜଣାପଡ଼ିବା ପରେ ସେଠାରେ ବିକ୍ଷୋଭ ଆରମ୍ଭ ହୋଇଛି। ରାଜପକ୍ଷ ତୁରନ୍ତ ମାଲେ ଛାଡ଼ି ଚାଲି ଯାଆନ୍ତୁ ବୋଲି ଦାବି କରି ମାଳଦ୍ୱୀପର ଅନେକ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେହିପରି ଗୋ ବ୍ୟାକ ଗୋଟବାୟା ଟ୍ୱିଟରରେ ଟ୍ରେଣ୍ଡିଂ ମଧ୍ୟ କରୁଛି।

ଏସବୁ ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ପରିସ୍ଥିତି ଜଟିଳ ଥିବାରୁ ସେଠାକୁ ଯାଉଥିବା ପ୍ରାୟ ୧୨୦ରୁ ଅଧିକ ବିମାନ କୋଚି ଓ ତ୍ରିବେନ୍ଦ୍ରମ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି। ଏୟାରପୋର୍ଟର କର୍ମଚାରୀମାନେ ସେମାନଙ୍କ ଡ୍ୟୁଟି ଚାର୍ଟକୁ ଭୁଲି ଶ୍ରୀଲଙ୍କା ଯାଉଥିବା ବିମାନ ଗୁଡ଼ିକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇବାରେ ସହାୟତା କରିଥିବା ନିଜେ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଏହି ଦୁଇ ଏୟାରପୋର୍ଟ ସେମାନଙ୍କ ଡ୍ୟୁଟି ବାହାରକୁ ଯାଇ ଶ୍ରୀଲଙ୍କା ଯାଉଥିବା ୧୨୦ରୁ ଅଧିକ ବିମାନକୁ ଲ୍ୟାଣ୍ତ ପାଇଁ ଟେକ୍ନିକାଲ ସହାୟତା ପ୍ରଦାନ କରିଛନ୍ତି। ଏହି ଆଭିମୁଖ୍ୟ ପଡ଼ୋଶୀଙ୍କ ସହ ଆମର ସମ୍ପର୍କକୁ ଆହୁରି ମଜବୁତ କରିବ।” ଫେବୃଆରୀ ମାସ ଠାରୁ ଶ୍ରୀଲଙ୍କା ଡିଜେଲ ସଙ୍କଟ ଦେଇ ଗତି କରୁଛି।

ଏଥିପାଇଁ ଦେଶରେ ଘଣ୍ଟାଘଣ୍ଟା ବିଜୁଳି କାଟ କରାଯାଉଛି। ବର୍ତ୍ତମାନ ଶ୍ରୀଲଙ୍କାରେ ଖାଦ୍ୟ ଠାରୁ ଆରମ୍ଭ କରି ବିଜୁଳି, ମେଡିସିନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି। ଏଥିପାଇଁ ଶ୍ରୀଲଙ୍କା ପଡ଼ୋଶୀ ଦେଶର ସହାୟତା ଲୋଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story