ଦେଶରେ ମାଗଣା ଟିକା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ୧୩ ବିରୋଧୀ ଦଳ ନେତାଙ୍କ ଚିଠି

ନୂଆଦିଲ୍ଲୀ: ଗୋଟିଏ ପଟେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦାବି ଜୋର ଧରିଛି। ବିଭିନ୍ନ ରାଜ୍ୟରେ ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ସ୍ଥାନୀୟ ସରକାର ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଜାତୀୟସ୍ତରରେ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ୧୩ ଜଣ ବିରୋଧୀ ଦଳ ନେତା ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ […]

Vaccine

Vaccine

Hemant Lenka
  • Published: Monday, 03 May 2021
  • Updated: 03 May 2021, 10:05 AM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଦାବି ଜୋର ଧରିଛି। ବିଭିନ୍ନ ରାଜ୍ୟରେ ଲୋକଙ୍କୁ ମାଗଣାରେ ଟିକାକରଣ କରାଯିବ ବୋଲି ସ୍ଥାନୀୟ ସରକାର ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଜାତୀୟସ୍ତରରେ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।

ଏ ସଂକ୍ରାନ୍ତରେ ୧୩ ଜଣ ବିରୋଧୀ ଦଳ ନେତା ମିଳିତ ଭାବେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଦୁଇ ଦିନ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ କରୋନା ମାମଲାର ଶୁଣାଣି କରିବା ବେଳେ ଟିକାକରଣ ପାଇଁ କାହିଁକି ଜାତୀୟ ନୀତି କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏବେ ୧୩ ଜଣ ବିରୋଧୀ ଦଳ ନେତା ଟିକାକରଣ ପାଇଁ ଜାତୀୟ ନୀତି ପ୍ରଣୟନ କରି ମାଗଣାରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ ଦାବି କରିଛନ୍ତି। ମିଳିତ ବିବୃତିରେ ସେମାନେ କେନ୍ଦ୍ର ସରକାର ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଠିକ୍‌ ଭାବେ ସପ୍ଲାଏ କରିବାକୁ ମଧ୍ୟ କହିଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ବିରୋଧୀ ଦଳର ନେତାମାନେ ଅକ୍ସିଜେନ ଯୋଗାଣ କରିବାକୁ କେନ୍ଦ୍ର ସରକାରଙ୍କୁ ମିଳିତ ଭାବେ ଚିଠି ଲେଖିଛନ୍ତି। ଏହି ଚିଠିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଜେଡିଏସ୍‌ ନେତା ଏଚ୍‌ଡି ଦେବଗୌଡ଼ା, ଏନସିପିର ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଭଳି ନେତା ଦସ୍ତଖତ କରିଛନ୍ତି।

ସେମାନେ ଚିଠିରେ କହିଛନ୍ତି, “କରୋନା ସଂକ୍ରମଣ ବଢ଼ୁଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ନିରବଚ୍ଛିନ୍ନ ଭାବେ ସବୁ ହସ୍ପିଟାଲକୁ ଠିକ୍‌ ଓ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଣ ପାଇଁ ଦାବି କରୁଛୁ। ଏଥିସହ କେନ୍ଦ୍ର ସରକାର ସାରା ଦେଶରେ ସମସ୍ତଙ୍କ ପାଇଁ ତୁରନ୍ତ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ। ବଜେଟ୍‌ରେ ଟିକା ପାଇଁ ୩୫ ହଜାର କୋଟିର ବ୍ୟୟବରାଦ ହୋଇଥିଲା। ଏହି ଅର୍ଥକୁ ମାଗଣା ଟିକାକରଣ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story