୬ ମାସ କାଳ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ୫ ଯୁବକ

ଚେନ୍ନାଇ: ପୁଣି ଥରେ ଯୌନ ନିର୍ଯାତନ ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର କୁଡ୍ଡାଲୋରେ ଠାରେ ଜଣେ ୧୫ ବର୍ଷୀୟ ବାଳିକାଙ୍କୁ ୫ ଜଣ ଯୁବକ ଦୀର୍ଘ ୬ ମାସ କାଳ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ ଏବେ ବି ଫେରାର ରହିଛନ୍ତି। ପୀଡ଼ିତା ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିବା ବେଳେ ୫ ଅଭିଯୁକ୍ତ ତାଙ୍କୁ ଧମକ […]

stop-rape

stop-rape

Hemant Lenka
  • Published: Tuesday, 13 April 2021
  • Updated: 13 April 2021, 06:50 PM IST

Sports

Latest News

ଚେନ୍ନାଇ: ପୁଣି ଥରେ ଯୌନ ନିର୍ଯାତନ ଭଳି ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ତାମିଲନାଡୁର କୁଡ୍ଡାଲୋରେ ଠାରେ ଜଣେ ୧୫ ବର୍ଷୀୟ ବାଳିକାଙ୍କୁ ୫ ଜଣ ଯୁବକ ଦୀର୍ଘ ୬ ମାସ କାଳ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ ଏବେ ବି ଫେରାର ରହିଛନ୍ତି।

ପୀଡ଼ିତା ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କ ଘରେ ରହୁଥିବା ବେଳେ ୫ ଅଭିଯୁକ୍ତ ତାଙ୍କୁ ଧମକ ଦେଇ ଯୌନ ନିର୍ଯାତନା ଦେଉଥିଲେ। ୫ ଜଣଙ୍କ ମଧ୍ୟରୁ ପୁଲିସ୍‌ ଏନ ଧୀନା, ଏସ ଭିଗ୍ନେଶ ଓ ଭି ହୋନଷ୍ଟେରାଜକୁ ଗିରଫ କରିଛି। ଦୀର୍ଘ ଦିନ ଧରି ଯୌନ ନିର୍ଯାତନାର ଶିକାର ହେଉଥିବାରୁ ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା।

ପ୍ରାଥମିକ ଅବସ୍ଥାରେ ତାଙ୍କ ସମ୍ପର୍କୀୟମାନେ ଏହାପରେ ଗୁରୁତ୍ୱ ଦେଇ ନଥିଲେ। ହେଲେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରୁ ପୀଡ଼ିତାଙ୍କୁ ତାଙ୍କ ସମ୍ପର୍କୀୟ ଏ ବିଷୟରେ ପଚାରିଥିଲେ। ପୀଡ଼ିତା ଜଣଙ୍କ ପୂରା ଘଟଣା ବିଷୟରେ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚେନ୍ନାଇରେ ରହୁଥିବା ପୀଡ଼ିତାଙ୍କ ବାପାଙ୍କୁ ଏ ବିଷୟରେ ଖବର ମଧ୍ୟ ସମ୍ପର୍କୀୟମାନେ ଦେଇଥିଲେ। ଶେଷରେ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୂରା ଘଟଣା ଉପରକୁ ପରଦା ହଟିଛି।

ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତୁରନ୍ତ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଏବେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼ ଆରମ୍ଭ କରାଯାଇଛି। ଫେରାର ଦୁଇ ଅଭିଯୁକ୍ତ ହେଲେ ରଞ୍ଜିତ ଓ ରାଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story