ୟୁଟ୍ୟୁବ ଦେଖି ଛୁଆକୁ ଜନ୍ମଦେଲେ ନାବାଳିକା, ପ୍ରେମିକ ଗିରଫ

ଥିରୁଅନନ୍ତପୁରମ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କେରଳରେ ଏପରି ଘଟିଛି। ଜଣେ ୧୭ ବର୍ଷୀୟ ନାବାଳିକା ନିଜେ ନିଜର ପ୍ରସବ ଘର ଭିତରେ କରାଇଛନ୍ତି। ସେ ୟୁଟ୍ୟୁବରୁ କେମିତି ପ୍ରସବ କରାଯାଏ, ତା’ର ଭିଡିଓ ଦେଖିଥିଲେ। ଏହାପରେ ସେ ବିନା କାହାର ସହାୟତାରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନାବାଳିକାଙ୍କୁ ଗର୍ଭବତୀ କରିବା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଉଛି। ଏବେ ପୁଲିସ ନାବାଳିକାଙ୍କ ୨୧ ବର୍ଷୀୟ ପ୍ରେମିକଙ୍କୁ ଗିରଫ କରି ଅଧିକ […]

child

child

Hemant Lenka
  • Published: Thursday, 28 October 2021
  • Updated: 28 October 2021, 06:44 PM IST

Sports

Latest News

ଥିରୁଅନନ୍ତପୁରମ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କେରଳରେ ଏପରି ଘଟିଛି। ଜଣେ ୧୭ ବର୍ଷୀୟ ନାବାଳିକା ନିଜେ ନିଜର ପ୍ରସବ ଘର ଭିତରେ କରାଇଛନ୍ତି। ସେ ୟୁଟ୍ୟୁବରୁ କେମିତି ପ୍ରସବ କରାଯାଏ, ତା’ର ଭିଡିଓ ଦେଖିଥିଲେ। ଏହାପରେ ସେ ବିନା କାହାର ସହାୟତାରେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନାବାଳିକାଙ୍କୁ ଗର୍ଭବତୀ କରିବା ପଛରେ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଉଛି। ଏବେ ପୁଲିସ ନାବାଳିକାଙ୍କ ୨୧ ବର୍ଷୀୟ ପ୍ରେମିକଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ନାବାଳିକା ଜଣଙ୍କ ତାଙ୍କ ଘର ପାଖରେ ରହୁଥିବା ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରେମ କରୁଥିଲେ। ଏହି ପ୍ରେମ ସମ୍ପର୍କ ସମୟକ୍ରମେ ନିବଡ଼ ହୋଇଥିଲା। ଉଭୟ ପ୍ରେମରେ ଏତେ ବୁଡ଼ି ଯାଇଥିଲେ ଯେ ନାବାଳିକା ଜଣଙ୍କ କେତେବେଳେ ଗର୍ଭବତୀ ହୋଇ ଯାଇଥିଲେ, ସେକଥା କେହି ବି ଜାଣି ପାରି ନଥିଲେ।

ନାବାଳିକା ଜଣଙ୍କ ଗର୍ଭବତୀ ଥିଲେ ମଧ୍ୟ କାହାକୁ କିଛି କହି ନଥିଲେ। ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଗୋଟିଏ ରୁମରେ ଦୁଇ ଦିନ କାଳ ନିଜକୁ ବନ୍ଦ କରି ରଖିଥିଲେ। ଶେଷରେ ଅକ୍ଟୋବର ୨୦ରେ ସେ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ନାବାଳିକା ଜଣଙ୍କ ସଂକ୍ରମଣର ଶିକାର ହେବା ପରେ ତାଙ୍କ ମା’ ନବଜାତ ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ରହିଛି।

ମାଲ୍ଲାପୁରମ ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ତଥା ଆଇନଜୀବୀ ସାଜେଶ ଭାସ୍କର କହିଛନ୍ତି, ହସ୍ପିଟାଲ ପକ୍ଷରୁ ଆମକୁ ଡେଲିଭରୀ ସମ୍ପର୍କରେ ଖବର ଦିଆଯାଇଥିଲା। ପୁଲିସ୍‌ ମଧ୍ୟ ଘଟଣା ସମ୍ପର୍କରେ ଜାଣିଛି। ନାବାଳିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ନବଜାତ ଜଣଙ୍କ ମଧ୍ୟ ସୁରକ୍ଷିତ ରହିଛନ୍ତି। ଜଣେ ୨୧ ବର୍ଷୀୟ ଯୁବକ ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନାବାଳିକା ଜଣଙ୍କ ଗର୍ଭବତୀ ଥିଲେ ଓ ଦୁଇ ଦିନ ହେଲା ସେ ଛୁଆ ଜନ୍ମ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କ ମା’ ଏକଥା ଜାଣି ପାରି ନଥିଲେ। ଏହା ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ। ନାବାଳିକାଙ୍କ ମା’ଙ୍କ ବୟସ ୫୦ ବର୍ଷ। ତାଙ୍କୁ ଭଳ ଭାବେ ଦେଖାଯାଏ ନାହିଁ। ତାଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ। ଝିଅ ସବୁବେଳେ ନିଜ ରୁମରେ ମୋବାଇଲ ଧରି ରହିଥାଏ। ମା’ ଭାବୁଥିଲେ ଯେ ଝିଅ ଅନଲାଇନ କ୍ଲାସ କରୁଛି। ହେଲେ ଏସବୁ ଭିତରେ ଏତେ ଘଟଣା ଘଟି ଯାଇଛି। ପ୍ରସବ ବେଳେ ନାବାଳିକା ଜଣଙ୍କ ତାଙ୍କୁ ୟୁଟ୍ରେସଟିକୁ ମଧ୍ୟ କାଟି ଦେଇଛନ୍ତି। ପୁଲିସ୍‌ ଏବେ ଘଟଣାର ମୂଳରେ ପହଞ୍ଚିବା ପାଇଁ ନାବାଳିକାର ଡିଏନଏ ଟେଷ୍ଟ କରାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story