ଯୌନ ନିର୍ଯାତନା ସହି ନପାରି ଜୀବନ ହାରିଲେ ନାବାଳିକା

କରୁର(ତାମିଲନାଡୁ): ଦୀର୍ଘ ଦିନ ଧରି ଯୌନ ନିର୍ଯାତନାର ଶିକାର ହୋଇ ଚାଲିଥିବା ଜଣେ ୧୭ ବର୍ଷୀୟ ଝିଅ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ନାବାଳିକା ଜଣଙ୍କ ତାମିଲନାଡୁର କରୁରରେ ଥିବା ତାଙ୍କ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ସେ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ନାବାଳିକା ଜଣଙ୍କ ଦୀର୍ଘ ଦିନ ହେଲା ଯୌନ ନିର୍ଯାତନାର ଶିକାର ହେଉଥିବା କଥା ଉଲ୍ଲେଖ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାଦଶ ଶ୍ରେଣୀରେ […]

Girl

Girl

Hemant Lenka
  • Published: Saturday, 20 November 2021
  • Updated: 20 November 2021, 05:06 PM IST

Sports

Latest News

କରୁର(ତାମିଲନାଡୁ): ଦୀର୍ଘ ଦିନ ଧରି ଯୌନ ନିର୍ଯାତନାର ଶିକାର ହୋଇ ଚାଲିଥିବା ଜଣେ ୧୭ ବର୍ଷୀୟ ଝିଅ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି। ନାବାଳିକା ଜଣଙ୍କ ତାମିଲନାଡୁର କରୁରରେ ଥିବା ତାଙ୍କ ଘରେ ହିଁ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ସେ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ନାବାଳିକା ଜଣଙ୍କ ଦୀର୍ଘ ଦିନ ହେଲା ଯୌନ ନିର୍ଯାତନାର ଶିକାର ହେଉଥିବା କଥା ଉଲ୍ଲେଖ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଏହି ନାବାଳିକା ଜଣଙ୍କ ଶୁକ୍ରବାର ସ୍କୁଲରୁ ଫେରିଥିଲେ। ଏହି ସମୟରେ ତାଙ୍କ ବିଧବା ମା’ ଘରେ ନଥିଲେ। ଏହାର ସୁଯୋଗ ନେଇ ନାବାଳିକା ଜଣଙ୍କ ଘରର ଫ୍ୟାନରେ ଝୁଲି ପଡ଼ିଥିଲେ। ପଡ଼ୋଶୀ ଭାବେ ରହୁଥିବା ଜଣେ ବୟସ୍କ ମହିଳା ହିଁ ନାବାଳିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ତଦନ୍ତ ବେଳେ ପୁଲିସ୍‌ ନାବାଳିକା ଜଣଙ୍କ ଲେଖିଥିବା ସୁଇସାଇଡ ନୋଟ୍‌କୁ ଜବତ କରିଛି। ଏଥିରେ ସେ ଲେଖିଛନ୍ତି ଯେ “ଯୌନ ନିର୍ଯାତନା ଯୋଗୁ ଜୀବନ ହାରିବା ଘଟଣା କରୁର ଜିଲ୍ଲାରେ ମୋ ଠାରୁ ବନ୍ଦ ହେଉ। ମୋର ଏପରି ପଦକ୍ଷେପ ପାଇଁ ଦାୟୀ ଲୋକଙ୍କ ନାଁ କହିବାକୁ ଡର ଲାଗୁଛି।

ମୁଁ ଏହି ପୃଥିବୀରେ ଦୀର୍ଘ ଦିନ ଧରି ରହିବାକୁ ଚାହୁଁଥିଲି। ଲୋକଙ୍କୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଏବେ ଏହି ବିଶ୍ୱକୁ ମୁଁ ଖୁବଶୀଘ୍ର ଛାଡ଼ିବାକୁ ବାଧ୍ୟ ହେଉଛି। ମୁଁ ମୋ ପରିବାରକୁ ବହୁତ ଭଲ ପାଏ। ଏପରି ଚରମ ପଦକ୍ଷେପ ଗ୍ରହଣ କରିଥିବାରୁ ସମସ୍ତଙ୍କୁ କ୍ଷମା ମାଗୁଛି।”

ରାଜ୍ୟରେ ଯୌନ ନିର୍ଯାତନା ଯୋଗୁ କେହି ପ୍ରାଣ ହରାଇବା ଏହା ଦ୍ୱିତୀୟ ଘଟଣା। ଗତ ସପ୍ତାହରେ ଜଣେ ୧୭ ବର୍ଷୀୟ ଝିଅ କୋଏମ୍ବାଟୁରରେ ସମାନ ପଦକ୍ଷେପ ନେଇଥିଲେ। ସେ ଜଣେ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story