ଗଣତନ୍ତ୍ର ଦିବସରେ ଦେଶର ୯୩୯ ପୁଲିସ କର୍ମଚାରୀଙ୍କୁ ମିଳିବ ପଦକ, ଓଡ଼ିଶାରୁ ୨୨

ନୂଆଦିଲ୍ଲୀ: ଦେଶର ୭୩ତମ ଗଣତନ୍ତ୍ର ଦିବସ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଦକ ପାଇବାକୁ ମନୋନୀତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କ ନାଁ ଘୋଷଣା କରିଛି। ଚଳିତ ବର୍ଷ ମୋଟ ୯୩୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି। ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ୬୬୨ ଜଣଙ୍କୁ ଉତ୍କୃଷ୍ଟ ସେବା, ୮୮ ଜଣଙ୍କୁ ଉଲ୍ଲେଖନୀୟ ସେବା ଓ ୧୮୯ ଜଣ ପୁଲିସ କର୍ମଚାରୀଙ୍କୁ […]

Medal

Medal

Hemant Lenka
  • Published: Tuesday, 25 January 2022
  • Updated: 25 January 2022, 01:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ୭୩ତମ ଗଣତନ୍ତ୍ର ଦିବସ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଦକ ପାଇବାକୁ ମନୋନୀତ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କ ନାଁ ଘୋଷଣା କରିଛି। ଚଳିତ ବର୍ଷ ମୋଟ ୯୩୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ ପଦକ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୨ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି।

ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ୬୬୨ ଜଣଙ୍କୁ ଉତ୍କୃଷ୍ଟ ସେବା, ୮୮ ଜଣଙ୍କୁ ଉଲ୍ଲେଖନୀୟ ସେବା ଓ ୧୮୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପଦକ ଦିଆଯିବ। ସେହିପରି ଓଡ଼ିଶାରୁ ପଦକ ପାଇବାକୁ ମନୋନୀତ ୨୨ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା, ୯ ଜଣଙ୍କୁ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୨ ଜଣ ରାଷ୍ଟ୍ରପତି ପଦକ ପାଇବେ।

ସାହସିକତା ମେଡାଲ ପାଇବାକୁ ମନୋନୀତ ହୋଇଥିବା ୧୮୯ ଜଣଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ-କଶ୍ମୀରରେ ନିଜର ପରାକ୍ରମ ଦେଖାଇଛନ୍ତି। ସେହିପରି ନକ୍ସଲଙ୍କ ବିରୋଧରେ ଅପରେସନ କରୁଥିବା ୪୭ ଓ ଉତ୍ତର-ପୂର୍ବ ରିଜନରେ ବୀରତା ଦେଖାଇଥିବା ଜଣେ କର୍ମଚାରୀଙ୍କୁ ସାହସିକତା ପଦକ ମିଳିବ।

ଜମ୍ମୁ-କଶ୍ମୀର ପୁଲିସ୍‌ର ସର୍ବାଧିକ ୧୧୫ ଜଣଙ୍କୁ ସାହସିକତା ପାଇଁ ପୁରସ୍କାର ମିଳିବ। ୧୫ ଜଣଙ୍କୁ ଉତ୍କୃଷ୍ଟ ସେବା ଓ ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ।

ଏହାବାଦ ସିଆରପିଏଫର ୩୦ ଜଣ, ଆଇଟିବିପର ୩ ଜଣ, ବିଏସ୍ଏଫର ୨ ଜଣ, ସଶସ୍ତ୍ର ସୀମା ବଳର ୩ ଜଣ, ଛତିଶଗଡ଼ ପୁଲିସ୍‌ର ୧୦ ଜଣ, ଓଡ଼ିଶାର ୯ ଜଣ, ଦିଲ୍ଲୀର ୩ ଜଣ, ଝାରଖଣ୍ଡର ୨ ଜଣ, ମଧ୍ୟପ୍ରଦେଶର ୩ ଜଣ, ମଣିପୁରର ଜଣେ, ଉତ୍ତର ପ୍ରଦେଶର ଜଣେ ଓ ମହାରାଷ୍ଟ୍ର ପୁଲିସ୍‌ର ୭ ଜଣଙ୍କୁ ସାହସିକତା ପାଇଁ ମେଡାଲ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story