ଭୂସ୍ଖଳନ ଓ ବନ୍ୟା ଯୋଗୁ ୨୨ ମୃତ, ୫ ନିଖୋଜ

ଶିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଦଲ ଫଟୋ ବର୍ଷା, ଭୂସ୍ଖଳନ ଓ ଅଚାନକ ବନ୍ୟା ପାଣି ମାଡ଼ି ଯିବା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ରହିଛନ୍ତି। ସେହିପରି ୫ ଜଣ ଏବେ ବି ନିଖୋଜ ଅଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆଜି […]

floods

floods

Hemant Lenka
  • Published: Saturday, 20 August 2022
  • Updated: 20 August 2022, 08:47 PM IST

Sports

Latest News

ଶିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ବାଦଲ ଫଟୋ ବର୍ଷା, ଭୂସ୍ଖଳନ ଓ ଅଚାନକ ବନ୍ୟା ପାଣି ମାଡ଼ି ଯିବା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୮ ଜଣ ସଦସ୍ୟ ରହିଛନ୍ତି। ସେହିପରି ୫ ଜଣ ଏବେ ବି ନିଖୋଜ ଅଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମଧ୍ୟ ଭୂସ୍ଖଳନ ହୋଇଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ନିର୍ଦ୍ଦେଶକ ସୁଦେଶ କୁମାର ମୋଖତା ବର୍ଷା ଓ ବନ୍ୟା ବିତ୍ପାତ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ପ୍ରାକୃତି ବିପର୍ଯ୍ୟୟ ଯୋଗୁ ମଣ୍ଡି, କାଙ୍ଗରା ଓ ଚାମ୍ବା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଯାଏ ବର୍ଷା ଜନିତ ୩୬ଟି ଅଘଟଣ ରିପୋର୍ଟ କରାଯାଇଛି। ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ୭୪୩ଟି ରାସ୍ତା ଧୋଇ ହୋଇଯାଛି। ଏହା ମଧ୍ୟରେ ମଣ୍ଡିଠାରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଓ ଶୋଘି ଠାରେ ଥିବା ଶିମଲା-ଚଣ୍ଡିଗଡ଼ ରାଜପଥ ରହିଛି। ଏହି ଦୁଇ ରାଜପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରେ ଯାତାୟାତକୁ ବନ୍ଦ କରାଯାଇଛି।

ମଣ୍ଡିରେ ଅଚାନକ ବନ୍ୟା ମାଡ଼ି ଯିବାରୁ ୧୪ ଜଣଙ୍କ ଜୀବନ ଯାଇଛି ଓ ୫ ଜଣଙ୍କ ନିଖୋଜ ହୋଇଯାଇଛନ୍ତି। ଅବିଶ୍ରାନ୍ତ ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ ମଧ୍ୟ ହୋଇଛି। ଗୋହର ବ୍ଲକର କାଶନ ଗାଁରେ ବର୍ଷା ଓ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି।

ଏନଡିଆରଏଫ ଟିମ ଓ ପୁଲିସ୍‌ ଦୀର୍ଘ ୪ ଘଣ୍ଟାର ସର୍ଚ୍ଚ ଅପରେସନ କରି ମାଟି ତଳେ ଚାପି ହୋଇ ରହିଥିବା ପରିବାରର ସମସ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। କାଙ୍ଗରା ଓ ଚାମ୍ବା ଜିଲ୍ଲାରେ ମଧ୍ୟ ସ୍ଥିତି ସଂଗୀନ ରହିଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story