ପଡ଼ୋଶୀଙ୍କ ଅତର୍କିତ ଛୁରା ମାଡ଼ରେ ୨ ଜଣଙ୍କ ଜୀବନ ଗଲା, ଆଉ ୪ ଆହତ

ଥାଣେ: ପଡ଼ୋଶୀଙ୍କ ଅତର୍କିତ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ଆଉ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ମହାରାଷ୍ଟ୍ର ନିକଟ ଭିୱାଣ୍ଡିରରେ ଏପରି ଭୟଙ୍କର ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଆକ୍ରମଣକାରୀ ୪୫ ବର୍ଷୀୟ ମହମ୍ମଦ ଅନସରୁଲ ହକ ଲୁକମାନ ଅନସାରୀଙ୍କୁ ଗିରଫ କରିଛି। ଶାନ୍ତି ନଗର ପୁଲିସ୍‌ ଷ୍ଟେସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ଆଇପିସିର ବିଭିନ୍ନ ଧାରା ଓ ଜୁଭେନାଇଲ ଜଷ୍ଟିସ […]

police

police

Hemant Lenka
  • Published: Saturday, 30 October 2021
  • Updated: 30 October 2021, 10:19 AM IST

Sports

Latest News

ଥାଣେ: ପଡ଼ୋଶୀଙ୍କ ଅତର୍କିତ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ଆଉ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି। ମହାରାଷ୍ଟ୍ର ନିକଟ ଭିୱାଣ୍ଡିରରେ ଏପରି ଭୟଙ୍କର ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ଆକ୍ରମଣକାରୀ ୪୫ ବର୍ଷୀୟ ମହମ୍ମଦ ଅନସରୁଲ ହକ ଲୁକମାନ ଅନସାରୀଙ୍କୁ ଗିରଫ କରିଛି।

ଶାନ୍ତି ନଗର ପୁଲିସ୍‌ ଷ୍ଟେସନ ପକ୍ଷରୁ ଏପରି ସୂଚନା ଦିଆଯାଇଛି। ଆଇପିସିର ବିଭିନ୍ନ ଧାରା ଓ ଜୁଭେନାଇଲ ଜଷ୍ଟିସ ଆଇନ ଅନୁସାରେ ତାଙ୍କ ନାଁରେ ମାମଲା କରାଯାଇଛି। ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଲେ କମରୁଜମା ଅନସାରୀ ଓ ଇମତିଆଜ ମହମ୍ମଦ ଜୁବେର ଖାନ। ଆହତ ୩ ଶିଶୁଙ୍କ ସମେତ ୪ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନେ କମରୁଜମା ଅନସାରୀଙ୍କ ପରିବାରର ସଦସ୍ୟ।

ମିଳିଥିବା ସୂଚନା ଅନୁଯାୟୀ, କମରୁଜମା ଅନସାରୀଙ୍କ ପରିବାରର ଜଣେ ମହିଳା କିଛି ଦିନ ତଳେ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଆଜି ସକାଳେ ଏହି ଘଟଣାକୁ ନେଇ ହଠାତ୍‌ ମହମ୍ମଦ ରକ୍ତମୁଖା ହୋଇ ଉଠିଥିଲା।

ସେ ଗୋଟିଏ ଛୁରୀ ଦ୍ୱାରା କମରୁଜମା ଅନସାରୀଙ୍କ ଘର ଲୋକଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ସେ କମରୁଜମା ଅନସାରୀଙ୍କୁ ଆକ୍ରମଣ କରିଥିଲେ। ଏହାକୁ ଆଉ ଜଣେ ପଡ଼ୋଶୀ ଇମତିଆଜ ବିରୋଧ କରିବାରୁ ମହମ୍ମଦ ତାଙ୍କୁ ମଧ୍ୟ ଛୁରୀ ଭୁସିବାକୁ ପଛାଇ ନଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଆକ୍ରମଣରେ କମରୁଜମା ଅନସାରୀଙ୍କ ପରିବାରର ୪ ଜଣ ସଦସ୍ୟ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ମଧ୍ୟ ମହମ୍ମଦର ଛୁରା ମାଡ଼ରୁ ବର୍ତ୍ତି ନଥିଲେ। ତେବେ ସେମାନେ ଅଳ୍ପକେ ମୃତ୍ୟୁ ମୁଖକୁ ବର୍ତ୍ତି ଯାଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେଣୁ ପୁଲିସ ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story