ମା’ଙ୍କୁ ଜୀବନ୍ତ ଜାଳିଥିବା ବାପାଙ୍କୁ ଆଜୀବନ ଜେଲଦଣ୍ଡ ଦେଲେ ଦୁଇ ଝିଅ

ଲକ୍ଷ୍ନୌ: ଦୁଇ ଝିଅଙ୍କ ବୟାନକୁ ଆଧାର କରି ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ବୁଲନ୍ଦଶହରର ଗୋଟିଏ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁଇ ଝିଅଙ୍କ ସାମ୍ନାରେ ମା’ଙ୍କୁ ତାଙ୍କ ବାପା ଜୀବନ୍ତ ଜାଳି ହତ୍ୟା କରିଥିଲେ। ୨୦୧୬ରେ ଘଟଣା ଘଟିଥିବା ବେଳେ ଏବେ ବାପାଙ୍କୁ ଆଜୀବନ ଜେଲଦଣ୍ଡ ଦେବାରେ ସହାୟତା କରିଛନ୍ତି ଦୁଇ ଝିଅ। ସେମାନେ ନିଜ ଜନ୍ମ କଲା ବାପାଙ୍କୁ ରାକ୍ଷାସ ସହ ତୁଳନା କରିଛନ୍ତି। ମା’ ପୁଅଟିଏ ଜନ୍ମ କରି […]

Daughter

Daughter

Hemant Lenka
  • Published: Friday, 29 July 2022
  • Updated: 29 July 2022, 03:37 PM IST

Sports

Latest News

ଲକ୍ଷ୍ନୌ: ଦୁଇ ଝିଅଙ୍କ ବୟାନକୁ ଆଧାର କରି ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶର ବୁଲନ୍ଦଶହରର ଗୋଟିଏ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁଇ ଝିଅଙ୍କ ସାମ୍ନାରେ ମା’ଙ୍କୁ ତାଙ୍କ ବାପା ଜୀବନ୍ତ ଜାଳି ହତ୍ୟା କରିଥିଲେ। ୨୦୧୬ରେ ଘଟଣା ଘଟିଥିବା ବେଳେ ଏବେ ବାପାଙ୍କୁ ଆଜୀବନ ଜେଲଦଣ୍ଡ ଦେବାରେ ସହାୟତା କରିଛନ୍ତି ଦୁଇ ଝିଅ। ସେମାନେ ନିଜ ଜନ୍ମ କଲା ବାପାଙ୍କୁ ରାକ୍ଷାସ ସହ ତୁଳନା କରିଛନ୍ତି। ମା’ ପୁଅଟିଏ ଜନ୍ମ କରି ନଥିବାରୁ ବାପା ତାଙ୍କୁ ପୋଡ଼ି ମାରି ଦେଇଥିବା ଦୁଇ ଝିଅ କ୍ୟାମେରା ସାମ୍ନାରେ କହିଛନ୍ତି।

ଦୁଇ ଝିଅ ତାନ୍ୟା ଓ ଲତିକା ବଂଶଲଙ୍କୁ ଏବେ ଯଥାକ୍ରମେ ୧୮ ଓ ୨୦ ବର୍ଷ। ସେମାନଙ୍କ ବାପା ମନୋଜ ବଂଶଲଙ୍କୁ ଦୀର୍ଘ ୬ ବର୍ଷର ଆଇନଗତ ଲଢ଼େଇ ପରେ ଆଜୀନବ ଜେଲଦଣ୍ଡ ମିଳିଛି। ମନୋଜଙ୍କୁ ଜେଲ ଦଣ୍ଡ ମିଳିବା ପାଇଁ ତାନ୍ୟା ଓ ଲତିକା ପୁଲିସ ସବୁ ପ୍ରକାରର ସହଯୋଗ କରିଥିଲେ। ସେହିପରି ମା’ଙ୍କୁ ନ୍ୟାୟ ଦେବାକୁ ସେମାନେ କୋର୍ଟରେ ମାମଲା ମଧ୍ୟ କରିଥିଲେ। ୬ ବର୍ଷ କାଳ ଲଢ଼େଇ କରିଥିଲେ।

ବାପା ମନୋଜଙ୍କୁ ଆଜୀବନ ଜେଲଦଣ୍ଡ ମିଳିବା ପରେ ଲତିକା ଗୋଟିଏ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି, “ମୋ ମା’ ପୁଅ ଜନ୍ମ କରି ନ ପାରିବାରୁ ତା’କୁ ହତ୍ୟା କରାଯାଇଥିଲା। ଆମ ମା’ ଅନେକ ଦୁଃଖକଷ୍ଟ ସହି ଆମକୁ ବଡ଼ କରିଥିଲା। ହେଲେ ସେହି ବ୍ୟକ୍ତି(ମନୋଜ) ତାଙ୍କୁ ଜୀବନ୍ତ ପୋଡ଼ି ମାରିଦେଲା। ଆମ ପାଇଁ ସେ କେବଳ ଜଣେ ରାକ୍ଷାସ। ୬ ବର୍ଷର ଲଢ଼େଇ ପରେ ତା’କୁ ଦଣ୍ଡ ମିଳିଛି। ଆମେ ଏବେ ଆଶ୍ୱସ୍ତ ହୋଇଛୁ। ମୋ ଭଉଣୀ ଓ ମୋତେ ଗୋଟିଏ ଘର ଭିତରେ ବନ୍ଦ କରି ମୋ ମା’କୁ ଆମ ବାପା ଓ ଅନ୍ୟମାନେ ପୋଡ଼ି ମାରି ଦେଇଥିଲେ। ଆମେ ପୂରା ଘଟଣା ଆମ ଆଖିରେ ଦେଖିଥିଲୁ।”

ପୀଡ଼ିତା ଅନୁ ୨୦୦୦ ମସିହାରେ ମନୋଜକୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ଝିଅ ମଧ୍ୟ ରହିଥିଲେ। ତେବେ ମନୋଜ ପୁଅ ଚାହୁଁଥିବାରୁ ବାରମ୍ବାର ଅନୁଙ୍କୁ ଗର୍ଭବତୀ କରାଉଥିଲେ। ଏପରି ଭାବେ ତାଙ୍କର ୫ ଥର ବଳ ପୂର୍ବକ ଗର୍ଭନଷ୍ଟ କରାଯାଇଛି। ସେ ପୁଅ ଜନ୍ମ କରି ପାରୁ ନଥିବାରୁ ତାଙ୍କୁ ମନୋଜ ଓ ତାଙ୍କ ପରିବାରର ଅନ୍ୟମାନେ ନିର୍ଯାତନା ଦେଉଥିଲେ।

୨୦୧୬ ମସିହା ଜୁନ ୧୪ରେ ସେମାନେ ସବୁ ସୀମା ପାର କରି ଯାଇଥିଲେ। ଅନୁ ଘରେ ଥିବା ବେଳେ ମନୋଜ ଓ ତାଙ୍କର କିଛି ସମ୍ପର୍କୀୟ କିରାସିନ ଢାଳି ତାଙ୍କ ଉପରେ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଜୁନ ୨୦ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନୁଙ୍କ ମା’ ଏହି ମାମଲାରେ ଏଫଆଇଆର କରିଥିଲେ। ସେହିପରି ବଡ଼ ଝିଅ ଲତିକା ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କୁ ନ୍ୟାୟ ପାଇଁ ଚିଠି ଲେଖିଥିଲେ। ଏହି ଚିଠିର କିଛି ବିଷୟବସ୍ତକୁ ଲତିକା ନିଜ ରକ୍ତରେ ମଧ୍ୟ ଲେଖି ନ୍ୟାୟ ଭିକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story