ବିଜେପି ଛାଡ଼ିଥିବା ୨ ପୂର୍ବତନ ମନ୍ତ୍ରୀଙ୍କ ସମେତ ୭ ବିଧାୟକ ସମାଜବାଦୀ ପାର୍ଟିରେ ମିଶିଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଆଜି ୨ ଜଣ ବିରୋଧୀ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ସପାରେ ସାମିଲ ହୋଇଥିବା ୨ ମନ୍ତ୍ରୀ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଧର୍ମ ସିଂହ ସାହିନି। ଉଭୟ ଆଜି ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ଏମାନଙ୍କ ବ୍ୟତୀତ ବିଜେପି ଛାଡ଼ିଥିବା ୫ ବିଧାୟକ ରୋଶନ ଲାଲ ବର୍ମା, ବ୍ରିଜେଶ […]

SP

SP

Hemant Lenka
  • Published: Friday, 14 January 2022
  • Updated: 14 January 2022, 03:59 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଆଜି ୨ ଜଣ ବିରୋଧୀ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ସପାରେ ସାମିଲ ହୋଇଥିବା ୨ ମନ୍ତ୍ରୀ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଧର୍ମ ସିଂହ ସାହିନି।

ଉଭୟ ଆଜି ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି। ଏମାନଙ୍କ ବ୍ୟତୀତ ବିଜେପି ଛାଡ଼ିଥିବା ୫ ବିଧାୟକ ରୋଶନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି, ମୁକେଶ ବର୍ମା, ବିନୟ ଶକ୍ୟ ଓ ଭଗବତୀ ସାଗର ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଏଥିସହ ବିଜେପି ସହ ମେଣ୍ଟ କରିଥିବା ଆପନା ଦଳର ଚୌଧୁରୀ ଅମର ସିଂହ ଆଜି ଅଖିଲେଶଙ୍କ ସାଇକେଲରେ ବିସିଛନ୍ତି।

ଆଜି ଏମାନଙ୍କ ସହ ବହୁ ବିଜେପି କର୍ମୀ ଓ ନେତା ମଧ୍ୟ ସପାରେ ସାମିଲ ହୋଇ ନିର୍ବାଚନ ପୂର୍ବରୁ ଶାସକ ଦଳ ବିରୋଧରେ ଗର୍ଜିଛନ୍ତି। ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି, “ଆଜି ଲଢ଼େଇ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ଦେଶ ଓ ରାଜ୍ୟର ଲୋକମାନଙ୍କୁ ଭ୍ରମିତ କରି ବିଜେପି ସେମାନଙ୍କ ଆଖିରେ ଧୂଳି ଦେଇ ଚାଲିଛି। ଲୋକଙ୍କୁ କେବଳ ଶୋଷଣ କରିବା ବିଜେପି ଜାଣିଛି। ବର୍ତ୍ତମାନ ଏହା ଶେଷ ହେବା ଦରକାର। ଉତ୍ତର ପ୍ରଦେଶ ନିଶ୍ଚିୟ ଶୋଷଣରୁ ମୁକ୍ତ ହେବ।”

ଅଖିଲେଶ ଯାଦବ ଏମାନଙ୍କୁ ଦଳକୁ ସ୍ୱାଗତ କରି ବିଜେପି ବିରୋଧରେ ଚାଲିଥିବା ଲଢ଼େଇକୁ ଆହୁରି ଜୋରଦାର କରିଛନ୍ତି। ଶ୍ରୀ ମୌର୍ଯ୍ୟ ପ୍ରଥମେ ବିଏସପିରେ ଥିଲେ। ୨୦୧୬ରେ ସେ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ସେ ୟୁପିର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ରଣନୀତି ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ।

ହେଲେ ସେ ସମସ୍ତଙ୍କୁ ଶୁକ୍ରବାର ଯାଏ ଅପେକ୍ଷା କରିବାକୁ କହିଥିଲେ। ଏହି ପ୍ରତିଶ୍ରୁତିକୁ ପୂରଣ କରି ସେ ଆଜି ସପା ସହ ମିଶି ନିଜର ନୂଆ ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୧୦ରୁ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ। ଏହା ମାର୍ଚ୍ଚ ୭ ତାରିଖ ଯାଏ ବିଭିନ୍ନ ପର୍ଯ୍ୟାରେ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story