ଘଣ୍ଟାକରେ ୨୦୬ କିଡ୍‌ନୀ ଷ୍ଟୋନ ବାହାର କଲେ ଡାକ୍ତର

ହାଇଦ୍ରାବାଦ: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତି ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। କାରଣ ଡାକ୍ତରୀ ଟିମ୍‌ ମାତ୍ର ଘଣ୍ଟାକ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ କିଡ୍‌ନୀରେ ଥିବା ୨୦୬ଟି ଷ୍ଟୋନକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି। ବ୍ୟକ୍ତିଙ୍କ ଶରୀରରୁ ବାହାରିଥିବା ଷ୍ଟୋନର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର Aware Gleneagles Global Hospitalର ଡାକ୍ତରମାନେ ଏହି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ଡାକ୍ତରୀ ଟିମ୍‌ […]

Kidney

Kidney

Hemant Lenka
  • Published: Thursday, 19 May 2022
  • Updated: 19 May 2022, 08:49 PM IST

Sports

Latest News

ହାଇଦ୍ରାବାଦ: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତି ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। କାରଣ ଡାକ୍ତରୀ ଟିମ୍‌ ମାତ୍ର ଘଣ୍ଟାକ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କ କିଡ୍‌ନୀରେ ଥିବା ୨୦୬ଟି ଷ୍ଟୋନକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି। ବ୍ୟକ୍ତିଙ୍କ ଶରୀରରୁ ବାହାରିଥିବା ଷ୍ଟୋନର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦର Aware Gleneagles Global Hospitalର ଡାକ୍ତରମାନେ ଏହି ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି। ଡାକ୍ତରୀ ଟିମ୍‌ କି’ହୋଲ ସର୍ଜରୀ ଦ୍ୱାରା ନାଲଗୋଣ୍ଡାରେ ରହୁଥିବା ୫୬ ବର୍ଷୀୟ ବୀରମାଲ୍ଲା ଆରଙ୍କ କିଡ୍‌ନୀରୁ ଏତେ ସଂଖ୍ୟକ ଷ୍ଟୋନ ବାହାର କରିବାକୁ ସକ୍ଷମ ହୋଇଛନ୍ତି।

ବୀରମାଲ୍ଲା ୬ ମାସ ତଳକୁ ଯନ୍ତ୍ରଣା ଅନୁଭବ କରୁଥିଲେ। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ଉକ୍ତ ଡାକ୍ତର ଜଣଙ୍କ ଦେଇଥିବା ମେଡିସିନ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବୀରମାଲ୍ଲା ନିଜର ଦୈନିନ୍ଦିନ କାର୍ଯ୍ୟ କରିବାକୁ ମଧ୍ୟ ଅକ୍ଷମତା ପ୍ରକାଶ କରିବା ଆରମ୍ଭ କରିଥିଲେ।

ଏହାପରେ ସେ Aware Gleneagles Global Hospital ସହ ଯୋଗାଯୋଗ କରିଥିଲେ। ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡା ପି ନବୀନ କୁମାର କହିଛନ୍ତି, ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ସ୍କାନରୁ ଜଣାପଡ଼ିଥିଲା ଯେ ବୀରମାଲ୍ଲାଙ୍କ ପେଟର ବାମ ପାର୍ଶ୍ୱରେ ଏକାଧିକ କିଡନୀ ଷ୍ଟୋନ ରହିଛି। ସିଟି କୁବ ସ୍କାନରୁ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଥିଲା।

ଏହାପରେ ଡାକ୍ତରୀ ଟିମ୍‌ ରୋଗୀଙ୍କ ସହ ପରାମର୍ଶ କରି କି’ହୋଲ ସର୍ଜରୀ ପାଇଁ ପ୍ରସ୍ତୁତ ହୋଇଥିଲେ। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଅପରେସନ ବେଳେ ରୋଗୀଙ୍କ ପେଟରୁ ସମସ୍ତ ୨୦୬ କିଡ୍‌ନୀ ଷ୍ଟୋନ ବାହାର କରାଯାଇଥିବା ସେ କହିଛନ୍ତି।

ଏହି ଅପରେସନର ମୁଖ୍ୟ ଥିଲେ ଡା. ପି ନବୀନ କୁମାର। ତାଙ୍କୁ ଡା ଭେଣୁ ମାନେ, ଡା ମୋହନ ଓ ଅନ୍ୟମାନେ ସହଯୋଗ କରିଥିଲେ। ଅପରେସନ ପରେ ବୀରମାଲ୍ଲା ଆଶ୍ୱସ୍ତି ଅନଭୁବ କରିଥିଲେ। ଏହାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତେବେ ଅପରେସନ କେବେ ହୋଇଥିଲା ସେକଥା ଜଣାପଡ଼ିନି।

ହସ୍ପିଟାଲର ଡାକ୍ତରମାନେ କହିଛନ୍ତି, ଚଳିତ ବର୍ଷ ପ୍ରବଳ ଖରା ହେଉଛି। ଏଥିପାଇଁ ଅଧିକାଂଶ ଲୋକ ଡିହାଇଡ୍ରେସନର ସମ୍ମୁଖୀନ ହେଉଛି। ଏହି ଡିହାଇଡ୍ରେସନ ଯୋଗୁ କିଡ୍‌ନୀରେ ଷ୍ଟୋନ ହେବାର ଆଶଙ୍କା ରହିଛି। ତେଣୁ ଡାକ୍ତରମାନେ ଲୋକଙ୍କୁ ଅଧିକ ପାଣି ପଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପଇଡ଼ ପାଣି ପିଇବାକୁ ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story