କରୋନା ହଟସ୍ପଟ ପାଲଟିଲାଣି ମେଡିକାଲ କଲେଜ, ସଂକ୍ରମିତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଲା

ବେଙ୍ଗାଲୁରୁ: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ଭୟ ସୃଷ୍ଟି ହୋଇଥିବେ ବେଳେ କର୍ଣ୍ଣାଟକାରେ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଧାରୱଡରେ ଥିବା ଗୋଟିଏ ମେଡିକାଲ କଲେଜ ଏବେ କରୋନାର ହଟସ୍ପଟରେ ପରିଣତ ହୋଇଛି। ଆଜି ଏହି ମେଡିକାଲ କଲେଜରେ ଆଉ ୭୭ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୨ରେ ପହଞ୍ଚି ଯାଇଛି। ଉତ୍ତର କର୍ଣ୍ଣାଟକାର ମେଡିକାଲ ହବ ଭାବେ ଜଣାଶୁଣା ଏହି […]

Corona

Corona

Hemant Lenka
  • Published: Saturday, 27 November 2021
  • Updated: 27 November 2021, 04:29 PM IST

ବେଙ୍ଗାଲୁରୁ: ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ଭୟ ସୃଷ୍ଟି ହୋଇଥିବେ ବେଳେ କର୍ଣ୍ଣାଟକାରେ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଧାରୱଡରେ ଥିବା ଗୋଟିଏ ମେଡିକାଲ କଲେଜ ଏବେ କରୋନାର ହଟସ୍ପଟରେ ପରିଣତ ହୋଇଛି। ଆଜି ଏହି ମେଡିକାଲ କଲେଜରେ ଆଉ ୭୭ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୨ରେ ପହଞ୍ଚି ଯାଇଛି।

ଉତ୍ତର କର୍ଣ୍ଣାଟକାର ମେଡିକାଲ ହବ ଭାବେ ଜଣାଶୁଣା ଏହି ଏସଡିଏମ କଲେଜ ଅଫ ମେଡିକାଲ ସାଇନ୍ସ ପୂରା ଦେଶର ଚିନ୍ତା ବଢ଼ାଇ ଦେଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନକୁ ବାତିଲ କରାଯାଇଛି। ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ପଥ ସଂପୂର୍ଣ୍ଣ ଭାବେ ସିଲ୍‌ ହୋଇଛି। ଯେଉଁମାନେ ଏହା ମଧ୍ୟରେ ଆଡମିଟ ହୋଇଛନ୍ତି, ସେମାନଙ୍କର ଟେଷ୍ଟ ଜୋରଦାର କରାଯାଉଛି। ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଡିସଚାର୍ଜ କରାଯାଉଛି।

ଅଧିକାଂଶ ସଂକ୍ରମିତ କରୋନାର ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିଲେ। ନିକଟରେ କ୍ୟାମ୍ପସ ଭିତରେ ଫ୍ରେସର୍ସଙ୍କ ସ୍ୱାଗତ ପାଇଁ ପାର୍ଟିର ଆୟୋଜନ କରାଯାଇଥିଲା। ଏହାପରେ ଏଠାରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ପାର୍ଟି ଦୁଇରୁ ୩ ଦିନ ଯାଏ ଚାଲିଥିଲା। ବର୍ତ୍ତମାନ ସୁଦ୍ଧାର ୨୮୧ ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ଆହୁରି ୧୦୫୮ ଜଣଙ୍କ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ମଣିପାଲ ହସ୍ପିଟାଲର ଅଧ୍ୟକ୍ଷ ତଥା କର୍ଣ୍ଣାଟକା କୋଭିଡ ଟାସ୍କ ଫୋର୍ସ ସଦସ୍ୟ ଡା ସୁଦର୍ଶନ ବଲ୍ଲାଲ କହିଛନ୍ତି, କୋଭିଡ କ୍ଲଷ୍ଟର ସୃଷ୍ଟି ହେବା ଚିନ୍ତାର ବିଷୟ। ହସ୍ପିଟାଲର ଅନେକ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତମାନେ ପାର୍ଟିରେ ଯୋଗଦେଇଥିଲେ। ଏହାର ଅର୍ଥ ସଂକ୍ରମିତ କରୁଥିବା ଭାରିଏଣ୍ଟ ଅତ୍ୟନ୍ତ ମାରାତ୍ମକ। ଫଳରେ ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି।

ସେହିପରି ସମସ୍ତ ଶିକ୍ଷାର୍ଥୀ ଟିକାର ଡବଲ ଡୋଜ୍‌ ନେଇ ସାରିଥିଲେ। ତେଣୁ ସେମାନଙ୍କୁ ସଂକ୍ରମିତ କରୁଥିବା ଭାରିଏଣ୍ଟ ଟିକାକୁ ମାତ ଦେବାର କ୍ଷମତା ରଖିଥାଇ ପାରେ। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ କେହି ବି ଭାଇରସ ସଂସ୍ପର୍ଶରେ ଆସି ଗୁରୁତର ହେଉନାହାନ୍ତି। ଏବେ ଜେନୋମ ସିକ୍ୱେନ୍ସିଂ ଦ୍ୱାରା ପିଲାମାନେ କେଉଁ ପ୍ରକାରର ଭାରିଏଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି, ସେକଥା ଜଣାପଡ଼ିବ ବୋଲି ଡା ବଲ୍ଲାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story