ଜୈଶର ୩ କୁଖ୍ୟାତ ଆତଙ୍କବାଦୀ ଖତମ, ନିହତଙ୍କ ମଧ୍ୟରେ ଜଣେ ପାକ୍‌ ନାଗରିକ

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଅଭିଯାନ ବେଳେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନ ନାଗରିକ ମଧ୍ୟ ରହିଛି। ଏନକାଉଣ୍ଟର ସମ୍ପର୍କରେ କଶ୍ମୀର ଜୋନ ଆଇଜିପି ବିଜୟ କୁମାର କହିଛନ୍ତି, ଦକ୍ଷିଣ କଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ […]

terrorist

terrorist

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 11:18 AM IST

Sports

Latest News

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଅଭିଯାନ ବେଳେ ଆଉ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନରେ ସକ୍ରିୟ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ। ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନ ନାଗରିକ ମଧ୍ୟ ରହିଛି।

ଏନକାଉଣ୍ଟର ସମ୍ପର୍କରେ କଶ୍ମୀର ଜୋନ ଆଇଜିପି ବିଜୟ କୁମାର କହିଛନ୍ତି, ଦକ୍ଷିଣ କଶ୍ମୀରର ପୁଲୱାମା ଅନ୍ତର୍ଗତ ଚାନ୍ଦଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଥିବା ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ମାନେ ପୂରା ଅଞ୍ଚଳକୁ କର୍ଡନ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲି ଥିବା ଏହି ଏନକାଉଣ୍ଟର୍‌ରେ ଜୈଶର ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନ ନାଗରିକ ରହିଛି। ସେମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଗୁଳିଗୋଳା ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏହା ମଧ୍ୟରେ ୨ଟି ଏମ-୪ କାର୍ବାଇନ ଓ ଗୋଟିଏ ଏକେ ସିରିଜ ରାଫଲ ରହିଛି। ଏବେ ଆତଙ୍କବାଦୀଙ୍କ ପରିଚୟ ଖୋଜା ଯାଉଥିବା ସେ କହିଛନ୍ତି।

ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମରେ ମଧ୍ୟ ଏନକାଉଣ୍ଟର ହୋଇଥିଲା। ଏଥିରେ ଲସ୍କର ଦ୍ୱାରା ପରିଚାଳିତ ଟିଆରଏଫର ୨ ଜଣ ସଦସ୍ୟ ନିହତ ହୋଇଥିଲେ। ଏମାନେ ଏକାଧିକ ଆତଙ୍କୀ ହମଲାରେ ସାମିଲ ଥିଲେ ବୋଲି ପୁଲିସ୍‌ କହିଛି। ସୋମବାର ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଥିଲା। ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଲସ୍କରର କମାଣ୍ଡର ସଲିମ ପାରାୟ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story