ମଣିପୁରର ବଦଲା ଅରୁଣାଚଳରେ ନେଲା ସେନା, ୩ ଆତଙ୍କୀ ଖତମ

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଣିପୁର ହମଲାରେ ପରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଆରମ୍ଭ ହୋଇଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ‌ଅପରେସନ ବେଳେ ଆଜି ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଦିନ ତଳେ ମଣିପୁର-ମିଆଁମାର ସୀମାରେ ଆତଙ୍କବାଦୀମାନେ ହମଲା କରିଥିଲେ। ଏଥିରେ କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ ଓ ତାଙ୍କ ପରିବାର ବର୍ଗଙ୍କ ସମେତ ୭ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ମଣିପୁର ସମେତ ଅରୁଣାଚଳ […]

Terrorist

Terrorist

Hemant Lenka
  • Published: Monday, 15 November 2021
  • Updated: 15 November 2021, 07:51 PM IST

ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଣିପୁର ହମଲାରେ ପରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଆରମ୍ଭ ହୋଇଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ଅରୁଣାଚଳ ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ‌ଅପରେସନ ବେଳେ ଆଜି ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଦୁଇ ଦିନ ତଳେ ମଣିପୁର-ମିଆଁମାର ସୀମାରେ ଆତଙ୍କବାଦୀମାନେ ହମଲା କରିଥିଲେ। ଏଥିରେ କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ ଓ ତାଙ୍କ ପରିବାର ବର୍ଗଙ୍କ ସମେତ ୭ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣା ପରେ ମଣିପୁର ସମେତ ଅରୁଣାଚଳ ପ୍ରଦେଶରେ ମଧ୍ୟ ଆତଙ୍କବାଦ ଦମନ ଅଭିଯାନ ଆରମ୍ଭ ହୋଇଥିଲା।

ଆଜି ସକାଳୁ ୮.୩୦ରୁ ଅରୁଣାଚଳର ଲୋଙ୍ଗଡିଙ୍ଗ ଅଞ୍ଚଳରେ ହଠାତ୍‌ ଧରପଗଡ଼କୁ ଜୋରାଦାର କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ସେଠାରେ ଜାରି ରହିଥିବା ଅପରେସନରେ ଏଯାଏ ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ନିହତ ଆତଙ୍କବାଦୀମାନେ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ ନଙ୍ଗଲିମର ସଦସ୍ୟ। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଅପରେସନ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଶନିବାର ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଆତଙ୍କବାଦୀମାନେ ଭୟଙ୍କର ଆମ୍ବୁସ କରିଥିଲେ। ଗୋଟିଏ ଉପାନ୍ତ ଅଞ୍ଚଳରୁ ୪୬ ଆସାମ ରାଇଫଲର କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ସହ ଫେରୁଥିବା ବେଳେ ହମଲା ହୋଇଥିଲା। ଏଥିରେ ବିପ୍ଳବ ତ୍ରିପାଠୀ, ତାଙ୍କ ପତ୍ନୀ, ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଥିଲେ।

ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯବାନଙ୍କ ବଳିଦାନକୁ ଦେଶ ଭୁଲି ପାରିବ ନାହିଁ କହିଥିଲା। ଏହି ହମଲା ପାଇଁ ଦୁଇଟି ଆତଙ୍କୀ ସଂଗଠନ ପିଏଲଏ ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story