ପୁଣି ୩ ଆତଙ୍କୀ ସଫା, ଚଳିତ ବର୍ଷ ଗଡ଼ିଲାଣି ୧୦୦ ମୁଣ୍ଡ

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀରରେ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପରରେ ଚାଲିଥିବା ଏନକାଉଣ୍ଟର ବେଳେ ୩ ଜଣ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ସୁରକ୍ଷାକର୍ମୀମାନେ ୧୦୦ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇ ସାରିଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହା ଦ୍ୱିତୀୟ ବଡ଼ଧରଣର ଆତଙ୍କୀ ବିରୋଧୀ ଅପରେସନ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ସୋପରର ଗୋଟିଏ ଗାଁରେ କିଛି […]

Terrorist

Terrorist

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 07:44 PM IST

Sports

Latest News

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଜମ୍ମୁ-କଶ୍ମୀରରେ ବଡ଼ ସଫଳତା ମିଳିଛି। ଉତ୍ତର କଶ୍ମୀରର ସୋପରରେ ଚାଲିଥିବା ଏନକାଉଣ୍ଟର ବେଳେ ୩ ଜଣ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ସୁରକ୍ଷାକର୍ମୀମାନେ ୧୦୦ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇ ସାରିଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରରେ ଏହା ଦ୍ୱିତୀୟ ବଡ଼ଧରଣର ଆତଙ୍କୀ ବିରୋଧୀ ଅପରେସନ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ସୋପରର ଗୋଟିଏ ଗାଁରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ମିଳିବା ପରେ ଗତକାଲି ରାତିରୁ ସିଆରପିଏଫ, ଆର୍ମି ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଯବାନମାନେ ପୂରା ଅଞ୍ଚଳକୁ କର୍ଡନ କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଆତଙ୍କୀମାନେ ଗୁଳି ଚଳାଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଅପରେସନ ବେଳେ ଆତଙ୍କୀମାନେ ଲୁଚି ରହିଥିବା ଘରକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି। ଏହି ଘର ପାଖରେ ଥିବା ଆଉ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କରର ଟପ୍‌ କମାଣ୍ଡର ଆବାସ ଶେଖ ନିହତ ହୋଇଥିଲା। ଶେଖକୁ ଶ୍ରୀନଗରର ଆଲୋଚି ବାଗ ଅଞ୍ଚଳରେ ୧୦ ଜଣ ଅଣ୍ଡର କଭର ପୁଲିସ୍‌ ଅଧିକାରୀ ବଲିଉଡ୍‌ ଫିଲ୍ମ ଷ୍ଟାଇଲରେ ଗୁଳି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story