ରାଜଧାନୀରେ କମୁଛି ପଜିଟିଭିଟି ରେଟ୍‌, କିନ୍ତୁ ଦିନକରେ ୩୦୦ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀ ଦିଲ୍ଲୀର ସ୍ଥିତିରେ ସୁଧାର ଆସୁଛି। କ୍ରମାଗତ ଭାବେ ରାଜଧାନୀର ପଜିଟିଭିଟି ରେଟ୍‌ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ପ୍ରକାରର ବ୍ରେକ ଲାଗୁନି। ଗତ ୨୪ ଘଣ୍ଟାରେ ପୁଣି ଦିଲ୍ଲୀରେ ୩୦୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୩,୨୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦେଶର ପିଜିଟିଭିଟି ରେଟ୍ ୨୧% ଥିବା ବେଳେ ଦିଲ୍ଲୀରେ ଏହା କ୍ରମାଗତ ହ୍ରାସ ପାଇ ଆଜି ୧୭.୦୩%ରେ ପହଞ୍ଚି ଯାଇଛି। ଦିଲ୍ଲୀ […]

Delhi

Delhi

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 05:12 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ରାଜଧାନୀ ଦିଲ୍ଲୀର ସ୍ଥିତିରେ ସୁଧାର ଆସୁଛି। କ୍ରମାଗତ ଭାବେ ରାଜଧାନୀର ପଜିଟିଭିଟି ରେଟ୍‌ ହ୍ରାସ ପାଉଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ପ୍ରକାରର ବ୍ରେକ ଲାଗୁନି। ଗତ ୨୪ ଘଣ୍ଟାରେ ପୁଣି ଦିଲ୍ଲୀରେ ୩୦୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୩,୨୮୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦେଶର ପିଜିଟିଭିଟି ରେଟ୍ ୨୧% ଥିବା ବେଳେ ଦିଲ୍ଲୀରେ ଏହା କ୍ରମାଗତ ହ୍ରାସ ପାଇ ଆଜି ୧୭.୦୩%ରେ ପହଞ୍ଚି ଯାଇଛି।
ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୬୧,୯୮୬କୁ ବୃଦ୍ଧି ପାଇଛି।

ପିଜିଟିଭିଟି ରେଟ ୭.୫୬% ରହିଛି। ଏଯାଏ ୧୨,୫୮,୯୫୧ ଜଣ ସୁସ୍ଥ ହୋଇଥିବାରୁ ଦିଲ୍ଲୀରେ ଆକ୍ଟିଭ କେସ୍ ସଂଖ୍ୟା ୮୨,୭୨୫ ରହିଛି। ତେବେ ୩୦୦ ଜଣ କରୋନାରେ ଆଖି ବୁଜିଥିବାରୁ ମୋଟ ମୃତ୍ୟୁସଂଖ୍ୟା ୨୦,୩୧୦ ଛୁଇଁଛି। ଏଠାରେ ମୃତ୍ୟୁହାର ୧.୪୯% ରହିଛି।

ଦିଲ୍ଲୀରେ ସଂକ୍ରମଣ ରୋକିବାକୁ ମେ’ ୧୭ ଯାଏ ଲକଡାଉନ ଜାରି କରାଯାଇଛି। ସଂକ୍ରମଣ କମିଥିଲେ ହେଁ ମୃତ୍ୟୁସଂଖ୍ୟା କମୁନାହିଁ। ମାର୍ଚ୍ଚ ମାସ ଶେଷ ବେଳକୁ ଦିଲ୍ଲୀରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିଲା। ଏପ୍ରିଲ ମଧ୍ୟ ଭାଗରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଦୈନିକ ୩୦୦ ଲୋକଙ୍କ ଜୀବନ ଯିବାରୁ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ମେ’ ମାସରେ ଦୈନିକ ମୃତ୍ୟୁସଂଖ୍ୟା ୪୦୦ ଟପି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story