ଏକାଥରେ ୩୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୨ ଜଣଙ୍କୁ ଛାଡ଼ି ସମସ୍ତେ ନେଇଥିଲେ ଡବଲ ଡୋଜ୍‌

ଚେନ୍ନାଇ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ବିସ୍ଫୋରକ ରୂପ ନେଇଛି। ତାମିଲନାଡୁରେ ଆଜି ଏକାଥରେ ୩୩ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ପୂର୍ବରୁ ତାମିଲନାଡୁରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଆଜି ୩୩ ଜଣଙ୍କୁ ମିଶାଇବାରୁ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ […]

Omicron

Omicron

Hemant Lenka
  • Published: Thursday, 23 December 2021
  • Updated: 23 December 2021, 04:27 PM IST

Sports

Latest News

ଚେନ୍ନାଇ: ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ବିସ୍ଫୋରକ ରୂପ ନେଇଛି। ତାମିଲନାଡୁରେ ଆଜି ଏକାଥରେ ୩୩ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ପୂର୍ବରୁ ତାମିଲନାଡୁରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଆଜି ୩୩ ଜଣଙ୍କୁ ମିଶାଇବାରୁ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪ ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩୩ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨ ଜଣଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ। ୩୩ ଜଣଙ୍କ ମଧ୍ୟରେ ଦୁଇ ଜଣ ପିଲା ଥିବାରୁ ସେମାନଙ୍କ ଟିକାକରଣ ହୋଇପାରି ନଥିଲା।

ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣିୟନ କହିଛନ୍ତି, ୩୩ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ବିଦେଶରୁ ଆସିଥିଲେ। ସେହିପରି ଜଣେ କେରଳରୁ ଫେରିଥିବା ବେଳେ ବାକି ୨ ଜଣ ତାମିଲନାଡୁରେ ହିଁ ରହିଥିଲେ। ତେବେ କୌଣସି ସଂକ୍ରମିତଙ୍କ ଶରୀରରେ ବଡ଼ ଲକ୍ଷଣ ଦେଖାଯାଇନି।

କେବଳ କିଛି ଲୋକଙ୍କ ଗଳାରେ ସମସ୍ୟା ଥିବା ରିପୋର୍ଟ ମିଳିଛି। ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସଂସ୍ପର୍ଶରେ ଆସି କିଛି ଲୋକ ଏହି ମାରାତ୍ମକ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ପ୍ରଥମ ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଫେରିବା ପରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ମନ୍ତ୍ରୀ କହିଛନ୍ତି।

ଏଯାଏ ବିଦେଶରୁ ଫେରିଥିବା ୧୮,୧୨୯ ଜଣଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ୧୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସମସ୍ତ ପଜିଟିଭ ଆକ୍ରାନ୍ତଙ୍କ ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୩ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ବି ୨୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ତାମିଲନାଡୁ ସମେତ ସମଗ୍ର ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story